ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ, ଏ ମାସ ଶେଷ କିମ୍ବା ଅକ୍ଟୋବରରେ ଗଣତି ମଣତି : ଆଇନ ମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି) : ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏ ମାସ ଶେଷ କିମ୍ବା ଅକ୍ଟୋବରରେ ଗଣତି ମଣତି। ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ସରିଯାଇଛି। ଏହି ମାସ ସୁଦ୍ଧା…