ପୁଣି ଚର୍ଚ୍ଚାରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ପୁଣି ଚର୍ଚ୍ଚାରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଚଳିତ ଥର ପେନସନ ପାଇଁ ଆବେଦନ କରି ପୁଣି ଖବରକୁ ଫେରିଛନ୍ତି ସେ । ରାଜସ୍ଥାନ ବିଧାନସଭାରୁ ପେନସନ ପାଇଁ ଆବେଦନ କରିଛନ୍ତି ଜଗଦୀପ…

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଏହା ସହ ମନ୍ତ୍ରୀ ସମ୍ପଦ…

ପିୟୁଷ ତ୍ରିପାଠୀ ଅଭିନୀତ ଭକ୍ତି ଗୀତ ଏବଂ ଗୋଟିଏ ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ

ଭୁବନେଶ୍ୱର (ଆମ ଟିଭି): ପବିତ୍ର ଗଣେଶ ପୂଜା ଉପଲକ୍ଷେ ନିର୍ଦ୍ଦେଶକ ବାବୁ ବାବୁ ଙ୍କର "ବୋଲୋ ଗଣପତି ବାପା ମୋରିଆ" ଭକ୍ତି ଗୀତ ଏବଂ ଆଉ ଗୋଟିଏ ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ…

୩ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ହୋଇପାରେ ଆଲୋଚନା

ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଠିତ ହୋଇଥିବା ନୂତନ କମିଟିର ଏହା ପ୍ରଥମ ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଟିଏମସି ସାଂସଦ ମହୁଆ ମୋଇତ୍ରା, ଥାନାରେ ମାମଲା ରୁଜୁ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା । ମହୁଆଙ୍କ ବୟାନକୁ ନେଇ ଏବେ ଚାରିଆଡେ ହଙ୍ଗାମା ଦେଖାଦେଇଛି । ଅମିତ ଶାହଙ୍କ…

ରାହୁଲ ଗାନ୍ଧୀ ଘୃଣାର ରାଜନୀତି ଆରମ୍ଭ କରିଛନ୍ତି: ଅମିତ ଶାହ

ରାହୁଲ ଗାନ୍ଧୀ ଘୃଣାର ରାଜନୀତି ଆରମ୍ଭ କରିଛନ୍ତି । ଆଜି(ଶୁକ୍ରବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୌହ୍ୱାଟିରେ ଏକ ସଭାରେ କିଛି ଏଭଳି କହି ବିରୋଧୀଙ୍କ ସମାଲୋଚନା କରିଛନ୍ତି ।…

ଭୁବନେଶ୍ବରରେ ଆରମ୍ଭ ହେଲା ୨ ଦିନିଆ ଏସସି ଏସଟି ସମ୍ମିଳନୀ

 ଭୁବନେଶ୍ବରରେ ଉଦଘାଟିତ ହେଲା ୨ ଦିନିଆ ଏସସି ଏସଟି ସମ୍ମିଳନୀ ।   ଲୋକସେବା ଭବନର କନଭେନସନରେ ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । କହିଲେ, ଦେଶକୁ ଆଗକୁ ବଢ଼ିବାକୁ ହେଲେ ପଛୁଆ…

ଜୀ ସାର୍ଥକର ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଅଗଷ୍ଟ ୩୧ ସନ୍ଧ୍ୟା…

ଭୁବନେଶ୍ୱର (ଆମ ଟିଭି): ଗଣେଶ ପୂଜା ଅବସରରେ ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର "ବିଘ୍ନ ବିନାଶିବେ ବିନାୟକ"ର ଅଡିଓ ରିଲିଜ୍ ହୋଇଛି l ଏହି ଅଡିଓ ରିଲିଜ୍ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ…

ଗଣେଶ ପୂଜାରେ ୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଡେଲିଭରି ବୟ ୨, ଚାଲିଛି ୧୫୦ ରୁ ଅଧିକ ଶୋ

ଭୁବନେଶ୍ୱର (ଆମ ଟିଭି): ଗଣେଶ ପୂଜା ଅବସରରେ ମୁକ୍ତିଲାଭ କଲା ଓଡ଼ିଆ ଡେଲିଭରି ବୟ ୨ l ଡେଲିଭରି ବୟର ଅପୂର୍ବ ସଫଳତା ପରେ ମଲ୍ଟି ଷ୍ଟାରଙ୍କୁ ନେଇ ନିର୍ମିତ ଡେଲିଭରି ବୟ ୨ ଗଣେଶ ପୂଜା…

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଡ୍‌ ଆବେଦନ ପାଇଁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସରକାର ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବା କମନୱେଲଥ ଗେମ୍ସ ଆୟୋଜନ ପାଇଁ ବିଡ୍‌ ଆବେଦନ ପାଇଁ କ୍ୟାବିନେଟ୍‌ ମଞ୍ଜୁରୀ କରିଛନ୍ତି ।…