ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ମୃତ ସନ୍ତୋଷ ପରିଡ଼ାଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର

ଭଦ୍ରକ ତିହିଡ଼ି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସନ୍ତୋଷ ପରିଡ଼ାଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଚାଲିଗଲା ୧୩୩ ଜୀବନ !

ଗୁଜରାଟ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୧୩୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ AI-171 ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ପୂରା…

୨୦ ଡିଗ୍ରୀ ତଳକୁ କରିହେବନି AC: AC ଚଳାଇବାକୁ ଆସିବ ନୂଆ ନିୟମ

ନୂଆଦିଲ୍ଲୀ(ଆମ ଟିଭି): ଏଣିକି ଘରେ ନିଜର କୋଠରୀକୁ ସିମଲା ଭଳି ଥଣ୍ଡା କରିହେବ ନାହିଁ। ୨୦ ଡିଗ୍ରୀ ତଳକୁ କରିହେବନି AC। ଏ ନେଇ ଖୁବଶୀଘ୍ର ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି। କେନ୍ଦ୍ର…

ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି : ୭ ଦିନ ପ୍ରବଳ ଛେଚିବ

ଭୁବନେଶ୍ଵର(ଆମ ଟିଭି): ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି । ଆଗାମୀ ୭ ଦିନ ପାଇଁ ରାଜ୍ୟରେ ରହିବ ବର୍ଷାର ପ୍ରଭାବ । ରାଜ୍ୟରେ କିଛିଦିନ ଧରି ଦିନରେ ଖରା ଗରମ ଓ ମଧ୍ୟାହ୍ନରେ…

ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍, ୨୪୨ ଜଣ ଯାତ୍ରୀ ଥିବା ସୂଚନା

ନୂଆଦିଲ୍ଲୀ (ଆମ ଟିଭି): ଗୁଜୁରାଟର ଅହମ୍ମଦାବାଦରେ ଘଟିଛି ବଡ଼ ବିମାନ ଦୁର୍ଘଟଣା । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେକ୍ ଅଫ୍ ସମୟରେ…

ପାକିସ୍ତାନକୁ ସମର୍ଥନ କରିଥିବା ଆଜରବୈଜାନ ଉପରେ ପ୍ରତିଶୋଧ ନେବ ଭାରତ!: ଫହାଦ ମାମାଦୋଭ

ନୂଆଦିଲ୍ଲୀ(ଆମ ଟିଭି): ଭାରତ ବିରୁଦ୍ଧରେ ପାକିସ୍ତାନକୁ ସମର୍ଥନ କରି ଆଜରବାଇଜାନ ଯେଉଁ ଭୁଲ କରିଛି, ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ ବୋଲି ଭୟ ରହିଛି। ଏହି ଭୟ ଏବଂ ଆତଙ୍କ ସେଠାକାର…

ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିଲା ପ୍ରଥମ ବିମାନ: ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(ଆମ ଟିଭି): ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ…

ମୋହନ ସରକାରଙ୍କ ବର୍ଷପୂର୍ତ୍ତିକୁ ତୀର ମାରିଲା କଂଗ୍ରେସ, ଜାରୀ କଲା 23 ଟି ପ୍ରତାରଣା ତାଲିକା

ଭୁବନେଶ୍ବର(ଆମ ଟିଭି): ଗୋଟିଏ ପଟେ ରାଜ୍ୟ ସରକାର ନିଜର ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ତାହାକୁ ତୀର ମାରିଛି। ସରକାର ବର୍ଷ ଏକ ଉପଲବ୍ଧି ଅନେକ ସ୍ଲୋଗାନ ଦେଉଥିବା…

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ (ଆମ ଟିଭି):  ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଜ୍ୟୋତିଙ୍କ ଓକିଲ କୁମାର ମୁକେଶ ଜାମିନ ଆବେଦନ କରିଥିଲେ । ଗୁପ୍ତଚର ମାମଲାରେ ଗିରଫ…

ରେଳ ମନ୍ତ୍ରଣାଳୟର ମୋଟ ୬୪୦୫ କୋଟି ମୂଲ୍ୟର ଦୁଇଟି ପ୍ରକଳ୍ପକୁ ଅନୁମୋଦନ

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ରେଳ ମନ୍ତ୍ରଣାଳୟର ମୋଟ ୬୪୦୫ କୋଟି ଟଙ୍କା…