ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍, ୨୪୨ ଜଣ ଯାତ୍ରୀ ଥିବା ସୂଚନା

ନୂଆଦିଲ୍ଲୀ (ଆମ ଟିଭି): ଗୁଜୁରାଟର ଅହମ୍ମଦାବାଦରେ ଘଟିଛି ବଡ଼ ବିମାନ ଦୁର୍ଘଟଣା । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେକ୍ ଅଫ୍ ସମୟରେ…

ପାକିସ୍ତାନକୁ ସମର୍ଥନ କରିଥିବା ଆଜରବୈଜାନ ଉପରେ ପ୍ରତିଶୋଧ ନେବ ଭାରତ!: ଫହାଦ ମାମାଦୋଭ

ନୂଆଦିଲ୍ଲୀ(ଆମ ଟିଭି): ଭାରତ ବିରୁଦ୍ଧରେ ପାକିସ୍ତାନକୁ ସମର୍ଥନ କରି ଆଜରବାଇଜାନ ଯେଉଁ ଭୁଲ କରିଛି, ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ ବୋଲି ଭୟ ରହିଛି। ଏହି ଭୟ ଏବଂ ଆତଙ୍କ ସେଠାକାର…

ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିଲା ପ୍ରଥମ ବିମାନ: ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(ଆମ ଟିଭି): ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ…

ମୋହନ ସରକାରଙ୍କ ବର୍ଷପୂର୍ତ୍ତିକୁ ତୀର ମାରିଲା କଂଗ୍ରେସ, ଜାରୀ କଲା 23 ଟି ପ୍ରତାରଣା ତାଲିକା

ଭୁବନେଶ୍ବର(ଆମ ଟିଭି): ଗୋଟିଏ ପଟେ ରାଜ୍ୟ ସରକାର ନିଜର ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ତାହାକୁ ତୀର ମାରିଛି। ସରକାର ବର୍ଷ ଏକ ଉପଲବ୍ଧି ଅନେକ ସ୍ଲୋଗାନ ଦେଉଥିବା…

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ (ଆମ ଟିଭି):  ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଜ୍ୟୋତିଙ୍କ ଓକିଲ କୁମାର ମୁକେଶ ଜାମିନ ଆବେଦନ କରିଥିଲେ । ଗୁପ୍ତଚର ମାମଲାରେ ଗିରଫ…

ରେଳ ମନ୍ତ୍ରଣାଳୟର ମୋଟ ୬୪୦୫ କୋଟି ମୂଲ୍ୟର ଦୁଇଟି ପ୍ରକଳ୍ପକୁ ଅନୁମୋଦନ

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ରେଳ ମନ୍ତ୍ରଣାଳୟର ମୋଟ ୬୪୦୫ କୋଟି ଟଙ୍କା…

ଆସନ୍ତାକାଲିଠାରୁ ଶ୍ରୀଅଲରାନାଥ ଦର୍ଶନ, ଶ୍ରୀମନ୍ଦିରରେ ପୂଜା ପାଇବେ ପଟ୍ଟିଦିଅଁ

ପୁରୀ (ଆମ ଟିଭି): ଆସନ୍ତାକାଲିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।…

ଶ୍ରୀମନ୍ଦିର ଉପରେ ଉଡିଲା ବେଆଇନ ଡ୍ରୋନ

ପୁରୀ(ଆମ ଟିଭି) : ଶ୍ରୀ ମନ୍ଦିର ଉପରେ ଉଡିଲା ବେଆଇନ ଡ୍ରୋନ।  ଆଜି ସ୍ନାନ ପୁର୍ଣିମା ଅବସରରେ ଶ୍ରୀ କ୍ଷେତ୍ରରେ ଲାଗିଛି ଲକ୍ଷାଧିକ ଭକ୍ତଙ୍କ ଭିଡ଼ ।  ସ୍ନାନ ମଣ୍ଡପ ନିକଟରେ ବେଆଇନ ଡ୍ରୋନ…

ସ୍ନାନଯାତ୍ରାରେ ମୁକ୍ତିଲାଭ କଲା ନୂଆ ଭଜନ ‘ତୋ ପାଖେ ଯାଉ ଜୀବନ ସରି’

ଭୁବନେଶ୍ୱର(ଆମ ଟିଭି):  ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ 'ଶୋଭା ମ୍ୟୁଜିକ୍ ଓଡ଼ିଆ' ୟୁଟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଜଗନ୍ନାଥ ଭଜନ 'ତୋ ପାଖେ ଯାଉ ଜୀବନ ସରି' ।…

ଦେଶରେ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଦେଶରେ ବନ୍ୟା ପରିଚାଳନାର ପ୍ରସ୍ତୁତିର ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା…