ଓଡିଶାରେ ପହଞ୍ଚିଲା ଜାତୀୟ ତଦନ୍ତକାରୀ ଟିମ୍: ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ଓ ପୁଅଙ୍କୁ କଲେ ପଚରାଉଚରା
ପହଲଗାମ ଆକ୍ରମଣର ତଦନ୍ତ ଜୋରଦାର । ଓଡିଶାରେ ପହଞ୍ଚିଲା ଜାତୀୟ ତଦନ୍ତକାରୀ ଟିମ୍ । ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ଓ ପୁଅଙ୍କୁ କଲେ ପଚରାଉଚରା । ବାଲେଶ୍ବର ଇଶାଣୀ ଗାଁରେ ପହଞ୍ଚି ତଦନ୍ତ…