ସୁଭଦ୍ରା ଭଉଣୀ ହେବେ ଉଦ୍ୟୋଗୀ, ରାଜ୍ୟ ସରକାର ନେବେ ପଦକ୍ଷେପ

ଭୁବନେଶ୍ୱର(ଆମ ଟିଭି): ସୁଭଦ୍ରା ଭଉଣୀ ହେବେ ଉଦ୍ୟୋଗୀ। ରାଜ୍ୟ ସରକାର ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ। ଏହାକୁ ନେଇ ରାଜ୍ୟ ସରକାର ମତ ଲୋଡ଼ିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଆତଙ୍କୀ ନିପାତରେ ଭାରତକୁ ସହାୟତା କରିବ ଆମେରିକା: ତୁଳସୀ ଗବାର୍ଡ

ନୂଆଦିଲ୍ଲୀ(ଆମ ଟିଭି): ଆତଙ୍କବାଦୀଙ୍କୁ ନିପାତରେ କରିକାରେ ଭାରତକୁ ସବୁ ପ୍ରକାର ସହାୟତା କରିବ ଆମେରିକା। ପହଲଗାଓଁ ଆକ୍ରମଣରେ ଜଡିତ ଆତଙ୍କୀଙ୍କୁ ଚିହ୍ନଟ, ଠାବ ଓ ନିପାତରେ ସହାୟତା…

କାଲିଠୁ ପୁଣି କାଳବୈଶାଖୀ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର(ଆମ ଟିଭି): କାଲିଠୁ ପୁଣି କାଳବୈଶାଖୀ । ଆସନ୍ତାକାଲି ଅପରାହ୍ଣରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି…

ଏକତା ବଜାୟ ରଖିବାକୁ ଅନୁରୋଧ କଲେ ମୋହନ ଭଗବତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଏକ “ଧର୍ମ ଓ ଅଧର୍ମ ମଧ୍ୟରେ ଯୁଦ୍ଧ” ବୋଲି ଅଭିହିତ କରିଛନ୍ତି।…

ଶ୍ରୀଜିଉଙ୍କ କରାଗଲା ବଡ଼ ମହାସ୍ନାନ

ଶ୍ରୀଜିଉଙ୍କ ବଡ଼ ମହାସ୍ନାନ । ଶ୍ରୀଜିଉଙ୍କ କରାଗଲା ବଡ ମହାସ୍ନାନ । ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯିବାର କାରଣ ହେଉଛି ଜଣେ ଭକ୍ତ ବାନ୍ତି କରିବାରୁ ବଡ ମହାସ୍ନାନ କରାଯାଇଛି ।…

ଶିମ୍‌ଲା ଚୁକ୍ତି କ’ଣ, ଯାହାକୁ ବାତିଲ୍‌ କଲା ପାକିସ୍ତାନ

ପହଲଗାମ୍‌ ଆକ୍ରମଣରେ ଜର୍ଜରିତ ଭାରତ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିବାର ଦିନକ ପରେ ଗୁରୁବାର ଇସ୍‌ଲାମାବାଦ ‘ଯେସାକୁ ତେସା’ ନୀତି ଆପଣାଇ ଶିମ୍‌ଲା ଚୁକ୍ତିକୁ ବାତିଲ…

ପହଲଗାମ ଆଟାକ୍‌ ପରେ ବଡ଼ ଏକନାଉଣ୍ଟର, ଶହୀଦ ହେଲେ ଜଣେ ଭାରତୀୟ ଯବାନ

ନୂଆଦିଲ୍ଲୀ (ଆମ ଟିଭି): ପହଲଗାମରେ ଆତଙ୍କବାଦୀ ଆକ୍ରମଣପରେ, ଗୁରୁବାର ସକାଳେ ଜମ୍ମୁ ଏବଂ କଶ୍ମୀରର ଉଧମପୁର ଜିଲାର ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ…

କରାଚୀ ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷା କରିବ ପାକିସ୍ତାନ; ଭାରତର ତୀକ୍ଷ୍ଣ ନଜର

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନ ୨୪ ଓ ୨୫ ତାରିଖରେ କରାଚୀ ଉପକୂଳରେ ନିଜର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ମଧ୍ୟରେ ଏକ ଭୁପୃଷ୍ଠରୁ ଭୁପୃଷ୍ଠ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ…

ବିହାରରେ ଆତଙ୍କବାଦୀଙ୍କୁ ମୋଦୀଙ୍କ ଚରମବାଣୀ, “ମାଟି ତଳୁ ଖୋଜି ବାହାର କରିବୁ, ଅକଳ୍ପନୀୟ ଦଣ୍ଡ…

ପାଟନା (ଆମ ଟିଭି): ପଞ୍ଚାୟତରାଜ ଦିବସ ଅବସରରେ ବିହାରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପହଲଗାମରେ ଆତଙ୍କବାଦୀମାନେ ଯେଉଁ ନିରୀହ ନାଗରିକଙ୍କୁ ନିର୍ମମ…

‘ମୁଁ ଆକ୍ରମଣ ଯୋଜନା କରି ନାହିଁ’: ଭାରତର କାର୍ଯ୍ୟାନୁଷ୍ଠାନ ପରେ ଭୟରେ ଭିଡ଼ିଓ ଜାରି କଲା ପହଲଗାମ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ (ଆମ ଟିଭି): ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହାର ପ୍ରଭାବ ବର୍ତ୍ତମାନ ଦୃଶ୍ୟମାନ ହେଉଛି। ଜାମ୍ମୁ କାଶ୍ମୀରର…