୨ ଦିନ ମଧ୍ୟରେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ବଦଳାଇଲେ ପ୍ରସିଦ୍ଧ ଗାୟକ

ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗଦେବେ ନାହିଁ। ସେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ‘ଜୋ ରାମ କୋ ଲାଏ ହେଁ, ହମ ଉନ୍‌କୋ ଲାଏଙ୍ଗେ’ ଗୀତରେ ପ୍ରସିଦ୍ଧ…

ପୂର୍ବତନ ଗୃହମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, କଂଗ୍ରେସ ସରକାର ସମୟରେ କଶ୍ମୀର ଯିବାକୁ ଡର ଲାଗୁଥିଲା

ପୂର୍ବତନ ଗୃହମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଜୋର ଧରିଛି। ସେ କହିଛନ୍ତି, ଯେତେବେଳେ ସେ ଦେଶର…

ନବୀନ ରିବନ୍‌ କାଟି ପ୍ରଚାର କରୁ ନ ଥିଲେ’, ଭାଜପା-ବିଜେଡି ମୁହାଁମୁହିଁ

ମଙ୍ଗଳବାର ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି କ୍ଷମତାସୀନ ଭାଜପା ଓ ବିରୋଧୀ ଦଳ ବିଜେଡି। ବିଧାନସଭାରେ ଦୁଇ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ରାଜ୍ୟରେ ହୋଇଥିବା ବିଭିନ୍ନ…

ପବିତ୍ର ଗୁରୁଦିବସ ଅବସରରେ ନିସ୍ ଇନ୍‌ଷ୍ଟିଚ୍ୟୁଟର ନବାଗତ ପିଜି ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ଊତ୍ସବ

ଭୁବନେଶ୍ୱର(ଆମ ଟିଭି): ଭୂବନେଶ୍ୱର ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ ଅପଂ ବିଜିନେସ୍ ଆଡମିନିଷ୍ଟ୍ରେସନର ନୂତନ ଶିକ୍ଷାବର୍ଷ ପାଇଁ ନବାଗତ ଏମ୍‌ବିଏ, ଏମ୍‌ସିଏ ଓ ଅନ୍ୟାନ୍ୟ ସ୍ନାତକୋତର…

ଶସ୍ତା ହେବ କ୍ୟାନସର ଔଷଧ; ଜିଏସ୍‌ଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ଘୋଷଣା

ନୂଆଦିଲ୍ଲୀ (ଆମ ଟିଭି): ସୋମବାର ଅନୁଷ୍ଠିତ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨%…

ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ; ବଢିଲା ଭୟ

ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ସାମ୍ନାକୁ ଆସିଲା ମଙ୍କିପକ୍ସର ପ୍ରଥମ ମାମଲା । ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି । ଏନେଇ…

ମୋଦୀଙ୍କ ବିରୋଧୀ ମନ୍ତବ୍ୟ ମାମଲା: ଶଶି ଥରୁର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ମାମଲାରେ ସୋମବାର କଂଗ୍ରେସ ସାଂସଦ ଶଶି ଥରୁର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।…

ଡିସିପିଙ୍କୁ ଭେଟି ନ୍ୟାୟ ମାଗିଲେ ସୁନିତି, ଭାଜପା ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

ଭୁବନେଶ୍ୱର (ଆମ ଟିଭି): ଭାଜପାରୁ ନିଲମ୍ବିତ ହୋଇଥିବା ସୁନିତି ମୁଣ୍ଡ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଛନ୍ତି। ଲକ୍ଷ୍ମୀସାଗର ଥାନାରେ ସେପ୍ଟେମ୍ବର ୩ରେ ଭଣ୍ଡାରୀପୋଖରି…

ଆଜି କୋରାପୁଟରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ଲଗାଣ ବର୍ଷା ଯୋଗୁ ଆଜି କୋରାପୁଟ ଜିଲାର ସମସ୍ତ ସ୍କୁଲ ଛୁଟି। ଆଇଏମ୍‌ଡି ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ପରେ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଗଞ୍ଜାମ ଓ ମାଲକାନଗିରିରେ ବି ଆଜି ସ୍କୁଲ…

ଜଣେ ଭିନ୍ନକ୍ଷମ ନାରୀ ର କାହାଣୀ ଚଳଚ୍ଚିତ୍ର “ଆଭା”, ସେପ୍ଟେମ୍ବର ୧୩ ରେ ମୁକ୍ତିଲାଭ କରିବ*

ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଆଭା" ର ସେନସର ହୋଇ ଅନକଟ୍ ଓ‌ ୟୁ ସାର୍ଟିଫିକେଟ ମିଳିବା ପରେ ଆସନ୍ତା ୧୩ ସେପ୍ଟେମ୍ବରରେ ସାରା ଓଡ଼ିଶାରେ ମୁକ୍ତିଲାଭ…