ମମତା କହିଲେ, ଲାଇନରେ ଅଛନ୍ତି ଆହୁରି ଅନେକ

ପ୍ରଥମେ ମମତା, ପରେ ସୁଜିତ, ଆଗକୁ କିଏ ? ଏକାଧିକ ନାଁକୁ ନେଇ ଚର୍ଚ୍ଚା ଜୋର । ଶାସନ ଗାଦିରୁ ବିଜେଡି ହଟିବା ପରେ ଏବେ ବଳ ପାଉଛନ୍ତି ଅସନ୍ତୁଷ୍ଟ ସାଂସଦ । ଆଉ ଏହାରି ଭିତରେ ବିଜେପି ସାଂସଦ…

ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସମ୍ବଲପୁରରେ ହେବ ଦ୍ୱିତୀୟ ଏମ୍ସ

ରାଜ୍ୟରେ ହେବାକୁ ଯାଉଛି ଦ୍ୱିତୀୟ ଏମ୍ସ। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ, ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ

ଭୁବନେଶ୍ୱର (ଆମ ଟିଭି): ପାତ୍ରପଡା ଆଦର୍ଶ ହୋମ ଠାରେ ଆଜି ଓଡିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ ହୋଇଯାଇଛି l ଏହି ଆଦର୍ଶ ହୋମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନସିକ ରୋଗୀଙ୍କୁ…

ସି.ଏମ୍‌. କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ପ୍ରତିକ୍ଷିତ ସି.ଏମ୍‌. କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର…

ମା’ ସମଲେଇଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ନୂଆଁ ଖାଇଲେ

ନୂଆଁଖାଇରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରବିବାର ସମ୍ବଲପୁର ଗସ୍ତ କରିବା ସହିତ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଈଙ୍କ ଦର୍ଶନ କରିଛନ୍ତି। ମା’ଙ୍କୁ ଦର୍ଶନ…

ଏନ୍‌ଆର୍‌ସି ନମ୍ବର ନ ଦେଲେ ଆଉ ମିଳିବନି ଆଧାର କାର୍ଡ

ଏଣିକି ଆଧାର କାର୍ଡ କରିବା ଆଉ ହେବନି ସହଜ। ଏନ୍‌ଆର୍‌ସି ନମ୍ବର ନ ଦେଲେ ଆଉ ମିଳିବନି ଆଧାର କାର୍ଡ। ଆଧାର କାର୍ଡ ପାଇବାକୁ ହେଲେ ସମସ୍ତ ଆବେଦନକାରୀଙ୍କୁ ନିଜର ଏନ୍‌ଆର୍‌ସି ନମ୍ବର ବା ରସିଦ…

ମା’ ହେଲେ ବଲିଉଡର ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ

ମା' ହେଲେ ବଲିଉଡର ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ। ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖରବ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କ…

ଓଡ଼ିଶାର କୁକୁଡ଼ା ଗାଡ଼ି ଫେରାଇ ଦେଉଛି ପଶ୍ଚିମବଙ୍ଗ ସରକାର

ଭୁବନେଶ୍ୱର (ଆମ ଟିଭି): ଆଳୁ ପରେ ଓଡ଼ିଶାରେ କୁକୁଡା ଓ ଅଣ୍ଡା ଗାଡ଼ିକୁ ଛାଡୁନି ପଶ୍ଚିମବଙ୍ଗ ପୋଲିସ। ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ଚେକ ପୋଷ୍ଟ ନିକଟରେପୋଲିସ ଗାଡ଼ିକୁ ଅଟକାଉଛି । ଦିନ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ଇସ୍ତଫା ଦେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ (ଆମ ଟିଭି): ଆର.ଜି କର ହସ୍ପିଟାଲ ଘଟଣାକୁ ବିରୋଧ କରି ଟିଏମସି ରାଜ୍ୟସଭା ସାଂସଦ ଜବାହର ସରକାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ…

ବିଜେପିକୁ ଲାଗିବ ବଡ ଝଟକା!: କଂଗ୍ରେସରେ ଯୋଗଦେବେ ଏହି ପ୍ରସିଦ୍ଧ ଗାୟକ

ନୂଆଦିଲ୍ଲୀ (ଆମ ଟିଭି): ହରିୟାଣା ବିଧାନସଭା ନିର୍ବାଚନ ସମୟରେ ବିଜେପିକୁ ଆଉ ଏକ ଝଟକା ଲାଗିପାରେ। ପ୍ରସିଦ୍ଧ ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗ ଦେଇପାରନ୍ତି। ଟିକେଟ୍ ନ ପାଇ…