ସକାଳୁ ସକାଳୁ ପୁରୀ ସମୁଦ୍ର କୂଳରେ ଲାଗିଲା ୫ ଜାହାଜ; ଜାହାଜ ଦେଖିବାକୁ ଲୋକଙ୍କ ଭିଡ

ପୁରୀ (ଆମ ଟିଭି):  ପୁରୀ ସମୁଦ୍ର କୂଳରେ ନୌସେନା ମୁଖ୍ୟ। ସମୁଦ୍ରରେ ନୌସେନା ୫ଟି ଜାହାଜ ଲାଗିବା ପରେ ନୌସେନା ମୁଖ୍ୟ ସମୁଦ୍ର କୂଳରେ ପହଞ୍ଚିଛନ୍ତି। ପୁରୀରେ ପାଳନ ହୋଇପାରେ ନାଭି ଦିବସ।…

ବର୍ଷା ପାଣିରେ ଖେଳିବା ହେଲା କାଳ; ଚାଲିଗଲା ୨ ନିଷ୍ପାପ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ (ଆମ ଟିଭି); ଦିଲ୍ଲୀରେ ଘଟିଲା ଅଭାବନୀୟ ଘଟଣା । ବର୍ଷା ପାଣିରେ ଭାସିଗଲେ ଦୁଇ ଶିଶୁ । ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷା ପାଣିରେ ଖେଳିବା ବେଳେ ଏହି…

ଘୂର୍ଣ୍ଣିବଳୟ ସାଙ୍ଗକୁ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ; ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ପ୍ରବଳ…

ଭୁବନେଶ୍ଵର (ଆମ ଟିଭି): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା। ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ…

ଓଡିଶାକୁ କେନ୍ଦ୍ରର ବଡ ଉପହାର; ରେଳମନ୍ତ୍ରୀଙ୍କ ସୂଚନା ଆଦିବାସୀ ଓ ଆଂକାକ୍ଷୀ ଜିଲ୍ଲା ପାଇଁ ଓଡିଶା ପାଲଟିବ ବିକାଶର…

ନୂଆଦିଲ୍ଲୀ (ଆମ ଟିଭି ); ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି…

ଶେଖ୍ ହସିନାଙ୍କ ଯୋଜନା ବିଷୟରେ ପରଦା ହଟାଇଲେ ପୁଅ ୱାଜିଦ; କହିଲେ ନିର୍ବାଚନ ପାଇଁ ସ୍ୱଦେଶ ଫେରିବେ ମା

ନୂଆଦିଲ୍ଲୀ (ଆମ ଟିଭି): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କ’ଣ ହେବ ପରବର୍ତ୍ତୀ ପଦକ୍ଷେପ? ଆଗକୁ କେଉଁଠି ରହିବେ ହସିନା? ଭାରତରେ କେବେ ଯାଏଁ ରହିବେ ଶେଖ ହସିନା? ଅନ୍ୟ…

ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । କ୍ଷୟକ୍ଷତିର ଆକଳନ କରିବା ସହ ଘୋଷଣା…

ନୂଆଦିଲ୍ଲୀ (ଆମ ଟିଭି): ଆଜି କେରଳ ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶମାର୍ଗରୁ ନୀରିକ୍ଷଣ କରିବା ସହ ଭୁସ୍ଖଳନ ଦ୍ବାରା ହୋଇଥିବା…

ହିଜାବ ବ୍ୟାନ୍‌ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ମୁମ୍ବାଇର ପ୍ରାଇଭେଟ କଲେଜରେ ଛାତ୍ରୀଛାତ୍ରମାନେ କ୍ୟାମ୍ପସରେ ହିଜାବ, କ୍ୟାପ କିମ୍ବା ବ୍ୟାଜ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୁପ୍ରିମକୋର୍ଟ ଏହା ଉପରେ…

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ…

ଭୁବନେଶ୍ୱର (ଆମ ଟିଭି); କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ ଦେଇଛନ୍ତି । ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ହେଲିକପ୍ଟରେ ଖର୍ଚ୍ଚର…

ସରକାରଙ୍କ ବଡ଼ ଘୋଷଣା, କେଜି ୩୦ ଟଙ୍କାରେ ଆଳୁ ଦେବୁ

ଭୁବନେଶ୍ୱର (ଆମ ଟିଭି); ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। କେଜି ୩୦ଟଙ୍କାରେ ଦିଆଯିବ ଆଳୁ। ଏନେଇ ଦିଲ୍ଲୀରୁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି,…

ବଡ଼ ମେଡିକାଲରେ ଦୁର୍ଘଟଣା; ଏସସିିବି ସେକେଣ୍ଡ କ୍ୟାମ୍ପସରେ କ୍ରେନ୍ ଭାଙ୍ଗି ୩ ଶ୍ରମିକ ଆହତ

ଭୁବନେଶ୍ଵର (ଆମ ଟିଭି): ବଡ଼ ମେଡିକାଲରେ ବଡ଼ ଦୁର୍ଘଟଣା, ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏସସିବିରେ ଭାଙ୍ଗିପଡ଼ିଲା କ୍ରେନ୍ । ଯାହା ଫଳରେ ଘଟଣା ସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା…