ବିଜେଡିର ପରାଜୟ ପାଇଁ ୩ ନେତା ଦାୟୀ: ମୁହଁ ଖୋଲିଲେ ବରିଷ୍ଠ ନେତା

ଭୁବନେଶ୍ୱର:ଗତ ନିର୍ବାଚନରେ ବିଜେଡିର ପରାଜୟର ପ୍ରାୟ ୨ମାସ ପରେ ଦଳୀୟ କାର୍ଯ୍ୟକ୍ରମର ତଦାରଖ ପାଇଁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କୁ ନେଇ ୧୫ ଜଣିଆ ସମନ୍ବୟ କମିଟି ଗଠନ…

ମନୀଷ ସିସୋଡିଆଙ୍କୁ ବଡ଼ ଆଶ୍ବସ୍ତି, ୧୭ ମାସ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ,୯ା୮: ଆମ୍ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କୁ ଦୀର୍ଘ ଦିନ ପରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ…

ପ୍ରୋଫାଇଲ ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ନିଜର ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି। ସେ ନିଜ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ହର ଘର ତ୍ରିରଙ୍ଗା…

ଓ୍ବକ୍‌ଫ ଆଇନ କ’ଣ, ଯାହାକୁ ନେଇ ସଂସଦରେ ଚାଲିଛି ଝଡ଼

ନୂଆଦିଲ୍ଲୀ(ଆମ ଟିଭି): ମୋଦି ୩.୦ ସରକାର କ୍ଷମତାସୀନ ହେବା ପରେ ଲୋକ ସଭାରେ ଆଗତ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଓ୍ବକ୍‌ଫ (ସଂଶୋଧନ) ବିଲ୍‌କୁ ନେଇ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର…

ବରଗଡ଼ରେ ଓଲଟିଲା ବସ୍‌: ୧୯ ଆହତ

ବରଗଡ଼ (ଆମ ଟିଭି): ଗୁରୁବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ୧୯ ଜଣ ଆହତ ହୋଇଛନ୍ତି। ବରଗଡ଼ ଜିଲା ବରପାଲିର କୁଶନପୁରୀ ନିକଟରେ ଡିଭାଇଡରରେ ପିଟି ହୋଇ ବସ୍‌ଟି ଓଲଟି…

ଆସନ୍ତାବର୍ଷ ମହାକାଶରୁ ଫେରିପାରନ୍ତି ଦୁଇ ମହାକାଶଚାରୀ: ଅଧିକ ଦିନ ରହୁଥିବାରୁ ବିକିରଣର ରହିଛି ବିପଦ

ନୂଆଦିଲ୍ଲୀ(ଆମ ଟିଭି): ମହାକାଶରେ ଆହୁରି ଅଧିକ ଦିନ ବିତାଇପାରନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର। ନାସା ପକ୍ଷରୁ ଦିଆଯାଇଥିବା ଏହି ସୂଚନା ଏବେ ସମସ୍ତଙ୍କୁ ବଡ଼ ଝଟକା…

ବଜାରରେ ଆଳୁ ଦର ଆକାଶ ଛୁଆଁ; ରାଜଧାନୀରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ

ଭୁବନେଶ୍ୱର(ଆମ ଟିଭି): ବଜାରରେ ଆଳୁ ଦର ଆକାଶ ଛୁଆଁ। ସରକାରଙ୍କ ହସ୍ତକ୍ଷେପ ପରେ ବି ଦରରେ ଲଗାମ ଲାଗୁନି। କେବେ ସ୍ବାଭାବିକ ହେବ ସ୍ଥିତି ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି।…

ଭୂମିକମ୍ପ ଝଟକାରେ ଦୋହଲିଛି ସିକିମ

ଆଜି ଭୋରୁ ଭୋରୁ ଭୂମିକମ୍ପ ଝଟକାରେ ଦୋହଲିଛି ସିକିମ। ସକାଳ ୬ଟା ୫୭ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ତେବେ ଏହା…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସୁଦର୍ଶନ

ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗତ ମାସ ୧୨ ତାରିଖରେ ରୁଷିଆର…

ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରୁ…

ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ । ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ…