ରାସନ୍‌ କାର୍ଡ ନମ୍ୱର ଡାଏଲ୍‌ କଲେ ମେଶିନ୍‌ରୁ ବାହାରୁଛି ଚାଉଳ।

ରାସନ୍‌କାର୍ଡ ହିତାଧିକାରୀଙ୍କ ଦୁଃଖ ଗଲା। ଆଉ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି। ରାସନ୍‌ କାର୍ଡ ନମ୍ୱର ଡାଏଲ୍‌ କଲେ ମେଶିନ୍‌ରୁ ଖଣ ଖଣ କରି ବାହାରୁଛି ଚାଉଳ। ଆଜି ରାଜଧାନୀ…

୨ ମିନିଟ୍‌ରେ ଦୁଇ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ ଜାରି

ଜାପାନରେ ଦୁଇ ମିନିଟ୍‌ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରହିଥିଲା। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶ୍ୟୁ ଦ୍ୱୀପ ଓ…

ରାହୁଲ ଗାନ୍ଧୀଙ୍କ ପାଇଁ ବଡ଼ ଉପହାର ପଠାଇଲା ପାକିସ୍ତାନ: ଜାଣନ୍ତୁ କ’ଣ

ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ ୭ ଜଣ ଏମ୍‌ପିଙ୍କୁ ପାକିସ୍ତାନ ଆମ୍ବ ପଠାଇଛି। ଦିଲ୍ଲୀର ପାକିସ୍ତାନ ହାଇ କମିଶନଙ୍କ ପକ୍ଷରୁ ଆମ୍ବ ବକ୍ସ ଏହି…

ଆଜି ଭାରତକୁ ମିଳିପାରେ ସ଼୍ବର୍ଣ୍ଣ ପଦକ, ଫାଇନାଲ୍‌ରେ ପଦାର୍ପଣ କରିବେ ନୀରଜ

ପ୍ୟାରିସ ଅଲିମ୍ପିକ୍ସର ୧୩ତମ ଦିନରେ ଭାରତବାସୀଙ୍କ ନଜର ଜାଭେଲିନ୍‌ ଇଭେଣ୍ଚ ଉପରେ ରହିଛି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋ କରି ସ଼୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା…

ପାକିସ୍ତାନ ଭଳି ହୋଇଯିବ ବାଂଲାଦେଶ! ହାସିନା ଭାରତରେ ଶରଣ ନେବା ପରେ ବଡ଼ ବୟାନ ଦେଲେ ପାକିସ୍ତାନର…

ବାଂଲାଦେଶର ସ୍ଥିତିକୁ ନେଇ ସାରା ଦେଶ ସ୍ତବ୍ଧ ହୋଇ ଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ଏହି ବିବୃତ୍ତିରେ କହିଛନ୍ତି, ବାଂଲାଦେଶ ପରବର୍ତ୍ତୀ ପାକିସ୍ତାନ…

ଦ୍ବାଦଶ ଦିନରେ ପ୍ୟାରିସ୍ ଅଲିମ୍ପିକ୍ସ: ସ୍ବର୍ଣ୍ଣ ପଦକ ଉପରେ ଭିନେଶ ଫୋଗଟଙ୍କ ଆଖି

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୧୨ ଦିନରେ ପହଞ୍ଚିଥିବା ବେଳେ ଆଜି ଭାରତୀୟ ପ୍ରତିଯୋଗୀମାନଙ୍କ ପାଇଁ ସବୁଠାରୁ ରୋମାଞ୍ଚକର ଏବଂ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ। ଅଲିମ୍ପିକ୍ ଗେମ୍ସରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ ; ଦୁଇ ଦିନ ପ୍ରବଳ ବର୍ଷା , ଆଜି ୭ ଜିଲ୍ଲାକୁ ପ୍ରବଳ ବର୍ଷା ସୂଚନା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ୨ ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଲଗ୍ନ ବାଂଲାଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର…

ଘନଉଛି ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା ; ମିସାଇଲ ଲଞ୍ଚର ମୁଭ ସହ ଇରାନ ସେନା କରୁଛି ସମରାଭ୍ୟାସ

ଘନଉଛି ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା । ମିସାଇଲ ଲଞ୍ଚର ମୁଭ୍ ସହ ଇରାନ ସେନା ଡ୍ରିଲ ଆରମ୍ଭ କରିଥିବା ସୂଚନା ମିଳିଛି । ହମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ଇସ୍ରାଏଲ ମାରିବା ପରେ…

ରୋଷେଇ ଘରୁ ଆଳୁ ଉଭାନ ; ବଜାରରେ କେଜି ଛୁଇଁଲା ୬୦ରୁ ୭୦ଟଙ୍କା, ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ କରିବାକୁ କହିଲେ…

ଓଡ଼ିଶା ବଜାରରେ ପୁଣି ଆଳୁ ଅଭାବ। ପୁଣି ଆଳୁ ପାଇଁ ପଡିଛି ଚିନ୍ତା ।କାରଣ ୬୦ରୁ ୭୦ ଟଙ୍କାରେ ପହଞ୍ଚିଲାଣି ଆଳୁ ଦର। ଚଢ଼ା ଦରରେ ଆଳୁ ବିକ୍ରି ହେବା ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ୨ରୁ…

କିଛିଦିନ ଭାରତରେ ରହିବେ ହାସିନା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ବ୍ରିଟେନ୍‌ ଶରଣ ଦେବା ବିଳମ୍ବିତ ହୋଇପାରେ। ତେଣୁ ବ୍ରିଟେନ୍‌ର ମଞ୍ଜୁରୀ ନ ମିଳିବା ଯାଏ ହାସିନା ଭାରତରେ ଅବସ୍ଥାନ କରିପାରନ୍ତି।…