ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଓହରିପାରନ୍ତି ଜୋ ବାଇଡେନ; କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିବାକୁ ଡେମୋକ୍ରାଟିକ…
ନୂଆଦିଲ୍ଲୀ (ଆମ ଟିଭି): ଆମେରିକା ରାଜନୀତିରୁ ଆସିଛି ବଡ ଖବର । ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ଜୋ ବାଇଡେନ । ନିର୍ବାଚନ ରେସରୁ ଓହରିପାରନ୍ତି ବାଇଡେନ । ଆମେରିକା ଗଣମାଧ୍ୟମ ରିପୋର୍ଟ…