ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଗାଡି, ଜଣେ ଗୁରୁତର, ୯ ଆହତ
ଭୁବନେଶ୍ଵର (ଆମ ଟିଭି): ଜଗା ଦର୍ଶନ ସାରି ଫେରିବା ବେଳେ ଗାଡି ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଲା ଗାଡି। ଦୁର୍ଘଟଣାରେ ଜଣେ ଗୁରୁତର, ୯ ଆହତ। ଭୁବନେଶ୍ୱର ଉପକଣ୍ଠ…