ପ୍ରେମାନନ୍ଦ କହିଲେ କିଛି ପ୍ରଭାବ ପଡ଼ିବ ନାହିଁ

ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଏହା ପରେ ପ୍ରେମାନନ୍ଦ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସଭ୍ୟ ପଦ ରଦ୍ଦ ମୋ’ ଉପରେ…

ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ…

ଆଜି ବିଶ୍ୱ ଛେନାପୋଡ ଦିବସ; ନୟାଗଡରେ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ (ଆମ ଟିଭି): ଏପ୍ରିଲ ୧୧ ଛେନାପୋଡର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଜୟନ୍ତୀ । ଏହି ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବରେ ପାଳନ କରାଯାଉଛି । ନୟାଗଡରେ ଛେନାପୋଡ…

ଚଳିତ ବର୍ଷ ଶୀଘ୍ର ପହଞ୍ଚିପାରେ ମୌସୁମୀ: ଦେଶର ବିଭିନ୍ନ ସ୍ଥାନରେ ଅଧିକ ପରିମାଣର ହେଇପାରେ ବୃଷ୍ଟିପାତ

ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ମୌସୁମୀ ଋତୁ ପାଇଁ ଏହାର ବହୁ ପ୍ରତୀକ୍ଷିତ ପୂର୍ବାନୁମାନ ଜାରି କରିବାକୁ ଯାଉଛି । ଏହି ସମୟରେ ବିଶେଷଜ୍ଞମାନେ ପୂର୍ବାନୁମାନ…

ରଦ୍ଦ ହେଲା ଦୁଇ ବିଧାୟକଙ୍କ ସଭ୍ୟ ପଦ

ଭୁବନେଶ୍ୱର (ଆମ ଟିଭି): ରଦ୍ଦ ହେଲା ଦୁଇ ବିଧାୟକଙ୍କ ସଭ୍ୟ ପଦ । ଅରବିନ୍ଦ ଢାଲି ଏବଂ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସମ୍ବିଧାନର…

ଆଜି ଓଡିଶାର ୨୦ରୁ ୨୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି

ଭୁବନେଶ୍ୱର (ଆମ ଟିଭି): ଆଜି ଓଡିଶାର ୨୦ରୁ ୨୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏହି ଆସନ ମଧ୍ୟରେ ରାଉରକେଲା ବିଧାନସଭା ରହିଛି । ରାଜ୍ୟ ବିଜେପି…

ଓଡ଼ିଶା ଆସିବେ ସୋନିଆ, ରାହୁଲ

ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ। କୋରାପୁଟ ଗସ୍ତରେ ପ୍ରଚାର ପାଇଁ ଆସିବେ ସୋନିଆ ଏବଂ ରାହୁଲ। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା। ମେ’ ପ୍ରଥମ…

କଟିଲା ଚଣ୍ଡିଗଡ ସାଂସଦ କିରଣ ଖେର୍‌ଙ୍କ ଟିକେଟ୍‌

କଟିଲା ଚଣ୍ଡିଗଡ ସାଂସଦ କିରଣ ଖେର୍‌ଙ୍କ ଟିକେଟ୍‌। ବିଜେପିରା ପ୍ରାର୍ଥୀ ତାଲିକାରେ ନାହିଁ ତାଙ୍କ ନାଁ। ଲୋକ ସଭା ନିର୍ବାଚନ ପାଇଁ ବିଜେପି ତା'ର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।…

ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ତଦନ୍ତ କରିବ ସିବିଆଇ

ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ଏବେ ତଦନ୍ତ କରିବ ସିବିଆଇ। ସନ୍ଦେଶଖାଲିର ଦୁଷ୍କର୍ମ, ଯୌନ ନିର୍ଯାତନା ଓ ଜମି ହଡପ ମାମଲାର ସିବିଆଇକୁ ତଦନ୍ତ କରିବାକୁ କଲିକତା ହାଇକୋର୍ଟ…

ଆପ ଛାଡ଼ିଲେ ରାଜ କୁମାର ଆନନ୍ଦ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜେଲ୍‌ ଯିବା ପରେ ଆମ୍‌ ଆଦମୀ ପାର୍ଟିରେ ସବୁ କିଛି ଠିକ୍‌ ନାହିଁ। ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ରାଜ…