ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲା, ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଉତ୍ତରପ୍ରଦେଶ : ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ପୋଲିସ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ପୋଲିସ ସମସ୍ତଙ୍କୁ ହେପାଜତକୁ ନେବା ସହିତ ଗୁରୁବାର…

ରାମ ମନ୍ଦିର ଦାନଅର୍ଥ ଚୋରି ମାମଲା, ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଦେଲେ ଇସ୍ତଫା

ଅଯୋଧ୍ୟା : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଇସ୍ତଫା ଦେଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଦାନଅର୍ଥ ଚୋରି ମାମଲାକୁ ନେଇ ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ…

କେତନ ଅଗ୍ରୱାଲ ହତ୍ୟାକାଣ୍ଡ, ଫାଷ୍ଟ ଟ୍ରାକ କୋର୍ଟରେ ହେବ ଶୁଣାଣି, ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ସାକ୍ଷାତ କଲେ…

ପୁଣେ : ମହାରାଷ୍ଟ୍ର ପୁଣେ କେତନ ଅଗ୍ରୱାଲଙ୍କ ହତ୍ୟା ମାମଲାରେ କେତନଙ୍କ ବାପା ବିଶାଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଦେଖା କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି ।…

ଶ୍ରୀମନ୍ଦିରରେ ସୁଜାତା ରାଉତ, ବିଜେଡିରେ ସାମିଲ ହେବା ପରେ ପୁରୀ ଓ କଟକ ଚଣ୍ଡୀ ମନ୍ଦିରରେ ନେଲେ ଆଶୀର୍ବାଦ

ଭୁବନେଶ୍ୱର : ଶ୍ରୀମନ୍ଦିରରେ ସୁଜାତା ରାଉତ । ବିଜେଡିରେ ସାମିଲ ହେବା ପରେ ପୁରୀ ଶ୍ରୀମନ୍ଦିର ଓ କଟକ ଚଣ୍ଡୀ ମନ୍ଦିରରେ ଆଶୀର୍ବାଦ ନେଲେ ସୁଜାତା ରାଉତ । ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେବା…

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ

ଭୁବନେଶ୍ୱର : ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ସମସ୍ତ ତ୍ରୁଟି ବହିକୁ ପ୍ରତ୍ୟାହାର କରାଯିବ । ନୂଆବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ତଦନ୍ତ…

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବଡ଼ କାର୍ଯ୍ୟାନୁଷ୍ଠାନ । ୪ ଅଧିକାରୀ ନିଲମ୍ବିତ । SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କଲେ ସରକାର ।…

ଲାଇନ୍ ବାଲା ଓଡ଼ିଆ ଚଳଚ୍ଚିତ୍ର ରେ ସମ୍ବିତ ଓ ସ୍ବପ୍ନା ଯୋଡି ପ୍ରଥମ ଥର* 

ଶ୍ରୀହରି ମୋସନ ପିକ୍ଚର୍ସ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଲାଇନଵାଲା ଜୁଲାଇ ୧୦ ତାରିଖରେ ରିଲିଜ୍ ହେବାକୁ ଯାଉଛି l ଏହାର ଚିତ୍ରନାଟ୍ୟ, ସଂଳାପ ରଚନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ନିରଞ୍ଜନ…

ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲା, ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ପୋଲିସ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ପୋଲିସ ସମସ୍ତଙ୍କୁ ହେପାଜତକୁ ନେବା ସହିତ ଗୁରୁବାର ସନ୍ଧ୍ୟାରେ…

ଶୁକ୍ରଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିରେ ହେବ ଧନର ବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବହୁତ ଗୁରୁତ୍ୱ ଦିଆଯାଏ । ବିଶେଷ କରି ସୁଖ, ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟର କାରକ ଗ୍ରହ ଶୁକ୍ର ।ଶୁକ୍ର ରାଶି ପରିବର୍ତ୍ତନ କଲେ ତାହାର ପ୍ରଭାବ ଜୀବନର…

୧ ରୁ ମହଙ୍ଗା ହେବ ପାସପୋର୍ଟ ଦେୟ

ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ଆବେଦନ ଦେୟରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ନୂଆ ଦର ଲାଗୁ ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‘ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬’…