ଆଜି ଭୁବନେଶ୍ୱରରେ ମେଗା ରୋଡ୍ ସୋ’ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଆମ ଟିଭି): ପ୍ରଚାର ଓ ରୋଡ ସୋରେ କମ୍ପିବ ରାଜଧାନୀ । ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ବଡ ନେତା ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବେ । ସକାଳେ ବିଜେପି ରାଷ୍ଟ୍ରୀୟ ସଭାପତି…

ବିଜେପି ଛାଡି ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ଭୁବନେଶ୍ୱର (ଆମ ଟିଭି): ନିର୍ବାଚନ ଯେତେ ପାଖେଇ ଆସୁଛି ଝାରସୁଗୁଡା ଲୋକସଭା କ୍ଷେତ୍ରରେ ବିଜେଡି ମଜବୁତ ହେବାରେ ଲାଗିଛି । ଜଣଙ୍କ ପରେ ଜଣେ ବିଜେପିର ବରିଷ୍ଠ ନେତା ଦଳଛାଡି ବିଜେଡିରେ ଯୋଗ…

ଲିବ୍ରା ମ୍ୟାଟ୍ରେସ୍ ଓଡିଶା ଡିଲର ସମ୍ମିଳନୀ

ଭୁବନେଶ୍ଵର (ଆମ ଟିଭି); ଲିବ୍ରା ମ୍ୟାଟ୍ରେସ୍ ଓଡିଶା ମାର୍କେଟରେ ଲଞ୍ଚ କରିଥିବା ବେଳେ ଆଜି ଏହାର ପ୍ରଥମ ଓଡିଶା ଡିଲର ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲ ରେ ଅନୁଷ୍ଠିତ ହୋଇଥିଲା…

ଖୁସି ଖବର ଦେଲା ଏସ୍‌ବିଆଇ: ବଢାଇଲା ସୁଧ ହାର

ନୂଆଦିଲ୍ଲୀ (ଆମ ଟିଭି): ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ ଉଭୟ ୨ କୋଟିରୁ କମ…

ଭୁବନେଶ୍ୱରରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର (ଆମ ଟିଭି ): ଓଡ଼ିଶାରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ସୋରଡା ଅଭିମୁଖେ ଯାଇଛନ୍ତି ଶାହା । ଭୁବନେଶ୍ୱର…

ମେ ୧୭ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଡ୍ରିମଗାର୍ଲ ହେମାମାଳିନୀ

ଭୁବନେଶ୍ୱର (ଆମ ଟିଭି ): ମେ ୧୭ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଡ୍ରିମଗାର୍ଲ ହେମାମାଳିନୀ । ଭୁବନେଶ୍ୱର ଓ କଟକରେ ଜନସଭାକୁ କରିବେ ସମ୍ବୋଧେନ । ଏହାସହ ପିପିଲିରେ…

ବିଜେପିର ପ୍ରତିଶୃତିକୁ ମିଛ କହିଲେ ପାଣ୍ଡିଆନ୍: କହିଲେ, ମା’ ସମଲେଇଙ୍କ କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ…

ଭୁବନେଶ୍ୱର (ଆମ ଟିଭି ): ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମାରାଥନ ପ୍ରଚାର ଜାରି ରଖିଛନ୍ତି । ରାଉରକେଲା ପରେ ଏବେ ଦେବଗଡରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିଛନ୍ତି । ତେବେ ଏହି ଭିକେ…

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ୱର (ଆମ ଟିଭି): ରାଉରକେଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।…

‘ଓଡିଶାବାସୀ ଚାହୁଁଛନ୍ତି ପରିବର୍ତ୍ତନ, ଚାହୁଁଛନ୍ତି ରାଜ୍ୟରେ ବିଜେପି ସରକାର ଆସୁ’: ଓମ୍ ବିର୍ଲା

ଭୁବନେଶ୍ୱର (ଆମ ଟିଭି): ଆଜି କେନ୍ଦ୍ର ନେତୃତ୍ୱଙ୍କ ଓଡିଶା ଗସ୍ତ ଓ ପ୍ରଚାର କ୍ରମରେ ବାଲେଶ୍ୱରଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି ଲୋକସଭା ବାଚସ୍ପତି ତଥା…

ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ଜୁଲାଇ ୪ରୁ ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଆସିବ ୮୫୦୦ ଟଙ୍କା

ଭୁବନେଶ୍ୱର (ଆମ ଟିଭି): ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ପ୍ରଚାର । କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି…