ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ହିତାଧିକାରୀ ଚାଷୀଙ୍କ ପାଇଁ ବଡ ଖୁସି ଖବର । ଖୁବଶୀଘ୍ର ଆକାଉଣ୍ଟକୁ ଆସିବାକୁ ଯାଉଛି ଟଙ୍କା । କେନ୍ଦ୍ର ସରକାରଙ୍କ ପକ୍ଷରୁ…

ବିଶ୍ୱର ବଡ ଶସ୍ୟ ଭଣ୍ଡାର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ’ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସୂଚନାଯୋଗ୍ୟ, ଏହା ୧୧ଟି ରାଜ୍ୟର ୧୧…

ପୋଖରୀକୁ ଖସିଲା ଟ୍ରାକ୍ଟର, ୧୫ ମୃତ

ପୋଖରୀକୁ ଖସିଲା ଟ୍ରାକ୍ଟର। ନିୟନ୍ତ୍ରଣ ହରାଇ ପୋଖରୀରେ ପସିଗଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର। ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶର…

କମିଲା ଯାତ୍ରୀବାହୀ ପେସେଞ୍ଜର ଭଡ଼ା

ଭୁବନେଶ୍ୱର (ଆମ ଟିଭି): କରୋନା ଲକ୍‌ଡାଉନ୍‌ ସମୟରୁ ଓଡ଼ିଶାର ସମସ୍ତ ଯାତ୍ରୀବାହୀ ଓ ମେମୁ ପାସେଞ୍ଜର ଟ୍ରେନଗୁଡ଼ିକୁ ସ୍ପେଶାଲ/ଦ୍ରୁତଗାମୀ କରାଯାଇ ସାଧାରଣ ଜନତାଙ୍କଠାରୁ ଦ୍ରୁତଗାମୀ ଭଡ଼ା…

କଟକ-ଭୁବନେଶ୍ୱରରେ ଝିପିଝିପି ବର୍ଷା ପରେ ତଳମୁହାଁ ହୋଇଛି ପାରଦ

ଭୁବନେଶ୍ୱର (ଆମ ଟିଭି): ବର୍ଷା ଆଣିଲା ଆଶ୍ୱସ୍ତି । କଟକ ଭଚବନେଶ୍ୱରରେ ଝିପିଝିପି ବର୍ଷା ପରେ ତଳମୁହାଁ ହୋଇଛି ପାରଦ । ତାପମାତ୍ରା କମିବା ସହ ତାତିରୁ ମିଳିଛି ମୁକ୍ତି । ଛତିଶଗଡ଼ରେ ସୃଷ୍ଟି…

ଆଜି ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ

ପୁରୀ (ଆମ ଟିଭି): ଆଜି ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ…

ଏୟାର ଷ୍ଟ୍ରାଇକ୍ ପରେ ଏବେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଇରାନ

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନୀ ଆତଙ୍କବାଦୀ ସଂଗଠନକୁ ଇରାନର ବଡ଼ ଜବାବ । ଏୟାର ଷ୍ଟ୍ରାଇକ୍ ପରେ ଏବେ ସର୍ଜିକାଲ ଷ୍ଟ୍ରାଇକ୍ କରିଛି ଇରାନ । ପାକିସ୍ତାନ ମାଟିରେ ପଶି ଜୈଶ-ଅଲ-ଅଦଲ…

କାଲି ଲୋକସେବା ଭବନ ଘେରିବ କଂଗ୍ରେସ

ଦୁର୍ନୀତି ବିରୋଧରେ ଗର୍ଜିିବ କଂଗ୍ରେସ । ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦାବି କରିଛି । ଏହାସହିତ ରାଜ୍ୟରେ ଉତ୍କଟ…

ରାହୁଲଙ୍କୁ ଝଟକା, ପୁଣି ହେଲେ ନିରାଶ

ରାଞ୍ଚି : କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ୨୦୧୮ ରେ, ତତ୍କାଳୀନ ଭାରତୀୟ ଜନତା ପାର୍ଟି ସଭାପତି ଅମିତ ଶାହାଙ୍କ ବିରୋଧରେ ମନ୍ତବ୍ୟ…

କୃଷି ଋଣ ଉପରୁ ସୁଧ ଛଡ଼ା କଲେ ସରକାର

ଏମଏସ୍‌ପି ଗ୍ୟାରେଣ୍ଟି ଦାବିରେ ଶମ୍ଭୁ ବର୍ଡର ଓ ଖାନାଉରି ବର୍ଡରରେ ହଜାର ହଜାର ସଂଖ୍ୟାରେ ଚାଷୀ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି। ଦାବି ପୂରଣ ନ ହେଲା ଯାଏ ପଛକୁ ହଟିବାର ପ୍ରଶ୍ନ ଉଠୁନି ବୋଲି…