ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଚଳାଇବେ ଆମ ବସ୍‌: ଉଷା ପାଢ଼ୀ

ଭୁବନେଶ୍ବର (ଆମ ଟିଭି): ଆମ ବସ୍‌ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି…

ତେଜିଲା ଡାକ୍ତରଙ୍କ ଆନ୍ଦୋଳନ; ୨ ଘଣ୍ଟିଆ ଓପିଡି ବନ୍ଦ

ଭୁବନେଶ୍ବର (ଆମ ଟିଭି): ଦାବି ପୂରଣ ନ ହେବାରୁ ତେଜିଲା ଡାକ୍ତରଙ୍କ ଆନ୍ଦୋଳନ । ଯାହା ଫଳରେ ସାରା ରାଜ୍ୟରେ ବାହ୍ୟ ରୋଗୀ ସେବାରେ ଆହୁରି ବାଧା ଉପୁଜିଛି। ଓମ୍‌ସା ପକ୍ଷରୁ ବିଭିନ୍ନ…

ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଭୁବନେଶ୍ବର (ଆମ ଟିଭି): ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ନିର୍ଦ୍ଦେଶ ।ଓଏଏସ ସଂଘର ଅଭିଯୋଗ ପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବ୍ଲକ୍ ଚେୟାରମ୍ୟାନଙ୍କ ପକ୍ଷରୁ…

ଭେନେଜୁଏଲାକୁ ଯାଉଥିବା ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଜାରି

ନୂଆଦିଲ୍ଲୀ(ଆମ ଟିଭି): ଭାରତ ନିଜ ଦେଶର ନାଗରିକଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରି ଜାରି ହୋଇଛି। ଭାରତୀୟମାନଙ୍କୁ ଭେନେଜୁଏଲାକୁ ଯାତ୍ରା କରିବାରୁ ବଞ୍ଚିବାକୁ ଅନୁରୋଧ…

ଦେଶର ୧୦ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭, ତାଳଚେର ଏକ ନମ୍ବର

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଓଡ଼ିଶାବାସୀଙ୍କୁ ଆଜି ଚମକାଇ ଦେଇଛି । ଶୁକ୍ରବାର ଦିନ ପ୍ରକାଶିତ ଏହି ରିପୋର୍ଟରେ ଦେଶରେ ସର୍ବାଧିକ ପ୍ରଦୂଷିତ ସହର ଭିତରେ ଓଡ଼ିଶାର…

ଭି.କେ. ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର (ଆମ ଟିଭି):  ପୂର୍ବତନ 5-T ସଚିବ ଭି.କେ. ପାଣ୍ଡିଆନଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ଫାଇଭ-ଟି ସଚିବ ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଭି କେ…

ଆମ ବସ୍‌’ ଧକ୍କାରେ ଅଟୋ ଚାଳକ ମୃତ ଘଟଣା; ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ଆମ ଟିଭି): ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସଂପର୍କୀୟଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। CMRFରୁ ୪ ଲକ୍ଷ ଟଙ୍କା ସହାୟତା ହେବାକୁ…

ଆମ ବସ୍ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ; ବସ୍‌ ଫିଟନେସ୍, ଚାଳକ ସ୍ଥିତି ଓ ସଡ଼କ ସୁରକ୍ଷା ନିୟମର ଯାଞ୍ଚ

ଭୁବନେଶ୍ବର (ଆମ ଟିଭି): କ୍ରମାଗତ ‘ଆମ ବସ୍’ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ । ପରିବହନ କମିଶନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ବସ୍‌ ଫିଟନେସ୍, ଚାଳକ…

ନୂଆ ଓଡିଆ ଚଳଚ୍ଚିତ୍ର “କୁଣ୍ଡଳୀ” ର ଶୁଭ ମହୁରତ*

ବେଶ କିଛି ବର୍ଷ ହେଲା ମୌଳିକ କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ନିର୍ମାଣର ଧାରା ବଦଳି ଥିବାରୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଢେର ଲୋକପ୍ରିୟତା ବଢିଛି l ସେହି ଲୋକପ୍ରିୟତା ହାସଲ ଆଶାରେ…

ଆଜି ସଂଧ୍ୟାରେ ଆକାଶରେ ଦେଖାଯିବ ଏକ ଆଶ୍ଚର୍ଯ୍ୟ ଘଟଣା, ଯାହାକୁ ଦେଖିବା ପାଇଁ..

ଭୁବନେଶ୍ବର (ଆମ ଟିଭି): ଆଜି ଆକାଶରେ ଦେଖାଯିବ ଏକ ମହାଜାଗତିକ ଦୃଶ୍ୟ। ଯାହାକୁ ଦେଖିବା ପାଇଁ ମହାକାଶ ପ୍ରେମୀ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଆଜି ସଂଧ୍ୟାରେ ଆକଶରେ ଚନ୍ଦ୍ର…