ନିସ୍‌ ଏବଂ ସିଭି ରମଣ କଲେଜରେ ଚଳଚ୍ଚିତ୍ର ଅପରେସନ ୧୨/୧୭ର ପ୍ରମୋସନ

ଭୁବନେଶ୍ୱର (ଆମ ଟିଭି): ଏକ ମୌଳିକ କାହାଣୀକୁ ନେଇ ଲୁମ୍ବିନୀ ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ବିଗ ବଜେଟ ର ଓଡ଼ିଆ ଚଳଚ୍ଚିତ୍ର "ଅପରେସନ ୧୨/୧୭" ଆସନ୍ତା ୮ ତାରିଖ ବିଶ୍ୱ ମହିଳା ଦିବସରେ…

କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର (ଆମ ଟିଭି): ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଥିବା ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି । ଏନେଇ ଆଜି ଘୋଷଣା କରିଛନ୍ତି…

ସମ୍ବଲପୁରରେ ଭୀମ ଭୋଇଙ୍କ ଆବିର୍ଭାବ ପୀଠ ବୁଲିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ

ଭୁବନେଶ୍ୱର (ଆମ ଟିଭି): ସମ୍ବଲପୁର ମୁଧୁପୁର ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠ ବୁଲିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସନ୍ଥକବିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ।…

ବହୁଭାଷୀ ଶିକ୍ଷକଙ୍କ ପାରିଶ୍ରମିକ ଦଶ ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାରିଶ୍ରମିକ ଦଶ ହଜାର ଟଙ୍କାକୁ ବୃଦ୍ଧି । ରାଜ୍ୟର…

ଏବେ ଆମେ ଏପଟ-ସେପଟ ହେବୁନି: ନୀତିଶ କୁମାର

ନୂଆଦିଲ୍ଲୀ (ଆମ ଟିଭି): ବିହାର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରକଳ୍ପର ଉଦଘାଟନ୍ କରିଛନ୍ତି । ତେବେ ଏହି ଅବସରରେ…

ଆରମ୍ଭରୁ ଅସମ୍ଭାଳ ତାତି

ଭୁବନେଶ୍ବର: ଚଳିତ ବର୍ଷ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ । ଆରମ୍ଭରୁ ଅସମ୍ଭାଳ ହେବ ତାତି । ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହିବ ତାପମାତ୍ରା । ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ,…

ହେବନି ମେଣ୍ଟ

ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ରାଜନୀତି ମହଲରେ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି…

ବିଜେଡି ଛାଡ଼ିଲେ ୬ ଥର ବିଧାୟକ ଅରବିନ୍ଦ ଢ଼ାଲି

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଦଳ ଡିଆଁ କାର୍ଯ୍ୟକ୍ରମ । ବିଜେଡି ଛାଡ଼ିଲେ ଦଳର ବରିଷ୍ଠ ନେତା ତଥା ୬ ଥରର ବିଧାୟକ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ…

ନିର୍ବାଚନ ଲଢ଼ିବେ ନାହିଁ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ ବହୁ ଆଲୋଚନା ଚାଲିଥିବା ବେଳେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। କ୍ରିକେଟରରୁ ନେତା ହୋଇଥିବା ଗୌତମ ଗମ୍ଭୀର ନିର୍ବାଚନ ଲଢିବେ ନାହିଁ…

ଆଜି ଆସିବ ବିଜେପିର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪ । ଏନେଇ ଅଣ୍ଟା କସିଲେଣି ଜାତୀୟ ଦଳ କଂଗ୍ରେସ ଓ ଭାଜପା। ଏହାରି ଭିତରେ ଆଜି ଅର୍ଥାତ୍‌ ଶନିବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ…