କଂଗ୍ରେସ ଅଧ୍ୟକ୍ଷ ଓ ଜୟ ରାମ ରମେଶଙ୍କୁ ନୋଟିସ ପଠାଇଲେ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମହାସଚିବ ଜୟରାମ ରମେଶଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହି ନୋଟିସ ପଠାଇବା ଉପରେ କାରଣ…

ରାଜ୍ୟରେ ବଢିବ ତାତି

ଭୁବନେଶ୍ୱର,: ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଦିନର ତାପମାତ୍ରା ବଢିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। “ଆସନ୍ତା ଦୁଇ ଦିନ ମଧ୍ୟରେ ଦିନବେଳା…

ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଝଟକା

ଆତ୍ମଘୋଷିତ ବାବା ଆଶାରାମକୁ ଆଜି ସୁପ୍ରିମକୋର୍ଟ ଝଟକା ଲାଗିଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଆଶାରାମ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ଦଣ୍ଡାଦେଶକୁ କୋହଳ…

ବାପାକୁ ୨୦ ପୁଅକୁ ୨୫ ବର୍ଷା ଜେଲ

ପୁଅ ପାଇଁ ନାବାଳିକାକୁ ଉଠାଇ ଆଣିଥିଲେ ପରିବାର ଲୋକ। ହେଲେ ପରବର୍ତ୍ତୀ ସମୟରେ ପୁଅ ଓ ବାପା ନାବାଳିକାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ଆଜି ଏହି ମାମଲାରେ ରାୟ ପ୍ରକାଶ…

ଋଷ-ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି ୨୦ ଭାରତୀୟ

ଋଷ-ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି ୨୦ ଭାରତୀୟ। ସପୋର୍ଟ ଷ୍ଟାଫ ଭାବେ ଅଧିକ ଦରମା ଅଫର ପାଇ କାମ କରିବାକୁ ଯାଇଥିଲେ ୨୦ ଭାରତୀୟ । ହେଲେ ସେମାନଙ୍କୁ ଋଷ-ୟୁକ୍ରେନ ଯୁଦ୍ଧରେ ନିୟୋଜିତ…

ରାମେଶ୍ୱରମ କାଫେରେ ବିସ୍ଫୋରନ୍

ବେଙ୍ଗାଲୁରୁର ହ୍ୱାଇଟ୍‌ଫିଲ୍‌ଡରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ କାଫେର କର୍ମଚାରୀ ହୋଇଥିବା…

ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଝଟକା

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା । ଦଳ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ…

ବଢ଼ିଲା ଶିକ୍ଷକଙ୍କ ଦରମା

ବଢ଼ିଛି ଗଣ ଶିକ୍ଷକଙ୍କ ଦରମା। OTET ପାସ୍ କରିନଥିବା ଗଣ ଶିକ୍ଷକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି। ଖାଲି ଏତିକି…

ନନ୍ଦନକାନନରେ ବାଘୁଣୀ ସାରା ଅସୁସ୍ଥ

ଭୁବନେଶ୍ୱର(ଆମ ଟିଭି): ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘ ସଫାରୀରେ ରହୁଥିବା ବାଘୁଣୀ ସାରା ଆଉ ଚଲାବୁଲା କରିପାରୁନି। ଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିବାବେଳେ ଗୁରୁବାର ତଳେ ପଡ଼ିଯାଇଛି।…

ଓଟିଇଟି ପାସ୍ କରିଥିବା ଗଣଶିକ୍ଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର(ଆମ ଟିଭି): ଗଣଶିକ୍ଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଏହାଦ୍ୱାରା ରାଜ୍ୟର ୧ ହଜାର ୪୭୨ ଜଣ…