ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ମିଳିବ ପିଇବା ପାଣି

ଭୁବନେଶ୍ୱର(ଆମ ଟିଭି): ପାନୀୟ ଜଳ ସମସ୍ୟାକୁ ନେଇ ଗୃହରେ ଉଦବେଗ । କେବେ ସୁଦ୍ଧା ରାଜ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ ହେବ ସେନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ…

ବିଧାନସଭାରେ ବେଦାନ୍ତ ଜମି ତାତି

ଭୁବନେଶ୍ୱର(ଆମ ଟିଭି): ବିଧାନସଭାରେ ବେଦାନ୍ତ ଜମି ତାତି । ୩୦ ମିନିଟ୍ ଯାଏଁ ଗୃହ ମୁଲତବି । ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବା ପରେ ଶୂନ୍ୟକାଳରେ ଉଠିଛି ବେଦାନ୍ତ ଜମି ହସ୍ତାନ୍ତର…

ଏବେ ଠୁ ଅସହ୍ୟ ହେଲାଣି ଗରମ

ଭୁବନେଶ୍ୱର(ଆମ ଟିଭି): ମାଘରେ ଖରା ବାଘ ପରି ବଢିଲାଣି। ଏବେଠୁ ହେଲାଣି ଅସହ୍ୟ ଗରମ । ଗତକାଲି ଟିଟିଲାଗଡ଼ରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୪ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି ।…

ପୁଣି ଦିଲ୍ଲୀରେ ଘାଣ୍ଟୁଛି ଇଡି

ନୂଆଦିଲ୍ଲୀ,: ଦିଲ୍ଲୀର ମନି ଲଣ୍ଡରିଂ ମାମଲାରେ ୧୨ରୁ ଅଧିକ ସ୍ଥାନରେ ମଙ୍ଗଳବାର ସକାଳୁ ଇଡି ଚଢାଉ ଜାରି ରହିଛି। ସୂଚନାନୁସାରେ, ଏଏପି ରାଜ୍ୟ ସଭା ଏମପି ଏନଡି ଗୁପ୍ତାଙ୍କ ଘରେ ଇଡି ଚଢାଉ…

ତେଲେଙ୍ଗାନାରୁ ଲୋକ ସଭା ନିର୍ବାଚନ ଲଢ଼ି ପାରନ୍ତି ସୋନିଆ !

ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କିଏ କେଉଁ ଆସନରୁ ଲଢିବେ ସେନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ମାନସ ମନ୍ଥନ। ଏହାରି ମଧ୍ୟରେ କଂଗ୍ରେସ ସଂସଦୀୟ ଦଳର…

ଜ୍ଞାନବାପି ମାମଲାର ଆଜି ଶୁଣାଣି

ଜ୍ଞାନବାପି ମସଜିଦ ମାମଲାରେ ଆଜି ଆସିବ ରାୟ। ମାମଲାର ଶୁଣାଣି କରିବେ ଆହ୍ଲାବାଦ ହାଇକୋର୍ଟ। ଜ୍ଞାନବାପି ମସଜିଦ ଭିତରେ ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବା ଲାଗି ବାରାଣସୀ କୋର୍ଟ ଯେଉଁ…

ଆଜି ପୁଣି ସରଗରମ ହେବ ବିଧାନସଭା

ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ବେଶ୍ ସରଗରମ ରହିବା ଆଶା କରାଯାଉଛି। ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ…

ଆଜି ଓଡିଶା ଆସିବେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆଜି ଅପରାହ୍ନରେ ଓଡ଼ିଶାରେ ପହଂଚିବ। ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।…

ପୁଣି ଶୀର୍ଷରେ ମୁଖେଶ ଅମ୍ବାନୀ

ନୂଆଦିଲ୍ଲୀ,: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରେଟିଂ ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ୍‌ ଗାର୍ଡିଆନଶିିପ୍‌ ଇଣ୍ଡେକ୍ସ (ବିଜିଆଇ) -୨୦୨୪ର ଫଳାଫଳ ଘୋଷଣା…

କଂଗ୍ରେସକୁ ବାଟ ଦେଖାଇଲେ ପ୍ରଣବଙ୍କ ଝିଅ

ନୂଆଦିଲ୍ଲୀ,:ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଲେଖିକା ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ଯେ ଯଦି କୌଣସି ଦଳ ନିର୍ଦ୍ଦିଷ୍ଟ ନେତାଙ୍କ ନେତୃତ୍ୱରେ କ୍ରମାଗତ ଭାବରେ ହାରିଯାଉଛି,…