State ବିଜେଡି ଛାଡ଼ିଲେ ଦୁଇ ପୂର୍ବତନ ବିଧାୟକ By Ama Tv On Apr 15, 2024 0 Share ବିଜେଡିରୁ ଇସ୍ତଫା ଦେଲେ ଦୁଇ ପୂର୍ବତନ ବିଧାୟକ। ସେମାନେ ହେଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ ହିଞ୍ଜିଳିର ପୂର୍ବତନ ବିଧାୟକ ହରିହର ସାହୁ। ଦଳରେ ଅଣଦେଖା କରାଯାଉଥିବା ପ୍ରତିବାଦରେ ସୋମବାର ୨ ପୂର୍ବତନ ବିଧାୟକ ଇସ୍ତଫା ଦେଇଥିବା ଜଣାପଡିଛି। 0 Share FacebookTwitterWhatsApp