ଦେଶରେ ବଢୁଛି କରୋନା: ୨୪ ଘଣ୍ଟାରେ ୭୬୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଥଣ୍ଡା ସହ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ସାଧାରଣ ଲୋକଙ୍କ ମନରେ ଏକ ପ୍ରକାର ଭୟ ସଂଚାରିତ କରୁଛି। ଅତି କମ୍ ଦିନର ସମୟ ମଧ୍ୟରେ ଜେଏନ୍-୧ ମାମଲା ୫୦୦ରୁ…

ନିଲାମ ହେବ ଦାଉଦ ଇବ୍ରାହିମର ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ପୈତୃକ ଘର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍। କିଛି ଦିନ ତଳେ ଦାଉଦକୁ ବିଷ ଦିଆଯାଇଥିବା ଖବର ଆସିଥିବାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଦାଉଦ ଇବ୍ରାହିମର…

ଶସ୍ତା ହେଲା ସୁନା, ମହଙ୍ଗା ହେଲା ରୂପା

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଭାରତୀୟ ସୁନାରୂପା ବଜାରରେ ଶୁକ୍ରବାର ସୁନା ଶସ୍ତା ହୋଇ ରୂପା ମହଙ୍ଗା ହୋଇଛି। ଦର କମିବା ପରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ୬୨ ହଜାରରୁ…

ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପୁଣି ବଢିଲା ଆଦାନୀଙ୍କ କ୍ରେଜ୍ । ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ, ଆଦାନୀ ଗ୍ରୁପ୍ ଅଫ୍…

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି: ସିସିଟିଭି ବଳୟରେ ରହିବ ପୁରୀ

ପୁରୀ(ଆମ ଟିଭି): ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଏହାରି ଭିତରେ ପୁରୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଶ୍ରୀଦାଣ୍ଡ, ଶ୍ରୀ ସେତୁ ନିକଟରେ…

ସ୍ୱାତୀ ମାଲିୱାଲ ଯିବେ ରାଜ୍ୟସଭା: ପ୍ରାର୍ଥୀ କରିବ ଆପ୍

ନୂଆଦିଲ୍ଲୀ(ଆମ ଟିଭି): ସ୍ୱାତୀ ମାଲିୱାଲ ଯିବେ ରାଜ୍ୟସଭା । ଆମ୍ ଆଦମୀ ପାର୍ଟି ତରଫରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଳୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା…

ସଞ୍ଜୟ ସିଂଙ୍କୁ ଆଶ୍ୱସ୍ତି: ହୋଇପାରିବେ ରାଜ୍ୟସଭା ପ୍ରାର୍ଥୀ

ନୂଆଦିଲ୍ଲୀ(ଆମ ଟିଭି): ସଞ୍ଜୟ ସିଂଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି ।…

ହମାସ-ଇସ୍ରାଏଲ ଯୁଦ୍ଧ: ଆମେରିକାର ଏୟାର ଷ୍ଟ୍ରାଇକରେ କମାଣ୍ଡର ଆବୁ ତାକୱା ନିହତ

ନୂଆଦିଲ୍ଲୀ(ଆମ ଟିଭି): ଏବେ ବି ଜାରି ରହିଛି ହମାସ-ଇସ୍ରାଏଲ ଯୁଦ୍ଧ । ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଇରାନର ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରଥମେ ତାଙ୍କ ଦେଶରେ ଆତଙ୍କବାଦୀ…

ପୁଣି ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭୁବନେଶ୍ୱର(ଆମ ଟିଭି) : ପୁଣି ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ । ପ୍ରାୟ ୯ ମାସ ପରେ ପୁଣି ଥର ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ…

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ: ଏସସିବିରେ ଭର୍ତ୍ତି

ପୁରୀ(ଆମ ଟିଭି) ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ତାଙ୍କର ଜ୍ୱର ଏବଂ କାଶ କମିଯାଇଛି । ଡିଏଚ୍ଏଚ୍ରେ ଚିକିତ୍ସା…