ଏଣିକି ଏକ୍ସରେ କରିପାରିବେ ଅଡିଓ ଓ ଭିଡିଓ କଲ୍

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଏଲନ ମସ୍କ । କାରଣ ଅଡିଓ ଓ ଭିଡିଓ କଲ ପାଇଁ ସର୍ବାଧିକ ଲୋକ ହ୍ୱାଟସପ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କଲ କରିବା ପାଇଁ ହ୍ୱାଟସପ ହେଉଛି…

ଚର୍ଚ୍ଚାରେ ସୁପ୍ରିମକୋର୍ଟଙ୍କ ରାୟ: ବିବାହ ପାଇଁ ଦରକାର ନୁହେଁ ବ୍ରାହ୍ମଣ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟଙ୍କ ରାୟ । ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ଏକ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ…

ଭୁବନେଶ୍ୱରରୁ ଉତକେଲାକ ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ୱର(ଆମ ଟିଭି): ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି । ଭୁବନେଶ୍ୱରରୁ ଉତକେଲାକୁ ଆରମ୍ଭ ହେଲା ବିମାନ ସେବା । ଭର୍ଚୁଆଲରେ ଶୁଭାରମ୍ଭ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ…

ଏଣିକି କଏଦୀଙ୍କ ଗୋଡରେ ଲାଗିବ ଜିପିଏସ

ଭୁବନେଶ୍ୱର(ଆମ ଟିଭି): ଆଉ ଚାଲିବନି କଏଦୀଙ୍କ ଚାଲାକି । ଆଉ ପୋଲିସକୁ ଚକମା ଦେଇ ଖସିପାରିବେନି । କାରଣ ଏଣିକି କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍ । ଜେଲ୍ ଡିଜି ମନୋଜ ଛାବ୍ରା ସଂସଦୀୟ…

ପୁଣି ଜଣେ ଯୁବକଙ୍କୁ ଟାଣିନେଲା କୁମ୍ଭୀର

ଭୁବନେଶ୍ୱର(ଆମ ଟିଭି): ପୁଣି କୁମ୍ଭୀରର ଆତଙ୍କ ଦେଖିବାକୁ ମିଳିଛି । ପୁଣି ଜଣେ ଯୁବକଙ୍କୁ ପାଣି ଭିତରକୁ ଟାଣି ନେଇଛି । ବ୍ରାହ୍ମଣୀ ନଦୀକୁ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି । ନଦୀ କୂଳରେ…

ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର(ଆମ ଟିଭି): ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସେଥିପାଇଁ…

ସର୍ଭେ ରିପୋର୍ଟ: ୮୦ ପ୍ରତିଶତ ଲୋକଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତର ପାଖାପାଖି ୮୦ ପ୍ରତିଶତ ଲୋକଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦି । ନରେନ୍ଦ୍ର ମୋଦିଙ୍କ ପ୍ରତି ଦେଶର ୮୦ ପ୍ରତିଶତ ନାଗରିକଙ୍କ ଅନୁକୂଳ ଦୃଷ୍ଟିକୋଣ ରହିଛି ।…

ବର୍ଷେ ମଧ୍ୟରେ ମିଳିବ ଡେଙ୍ଗୁ ଜ୍ୱରର ଟିକା, ସିରମ ଇନଷ୍ଟିଚ୍ୟୁଟ ଦେଲା ଖୁସି ଖବର

ନୂଆଦିଲ୍ଲୀ: ଡେଙ୍ଗୁ ବିଷୟରେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଏକ ଖୁସି ଖବର ଦେଇଛି। ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆରମ୍ଭ ହେବ ବୋଲି କମ୍ପାନୀ…

ଆଜି ୨୮ ଦଳକୁ ନେଇ ମୁମ୍ବାଇରେ ଇଣ୍ଡିଆ ବୈଠକ

ମୁମ୍ବାଇ: ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ଦେଶରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ସରକାରକୁ କେନ୍ଦ୍ରରୁ ହଟାଇବା ପାଇଁ ବଳ କଷୁଛନ୍ତି ବିରୋଧୀ । ଏହି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,୨ରୁ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷାର ପ୍ରଭାବ ଜାରି ରହିଛି। ନିଷ୍କ୍ରିୟ ମୌସୁମୀ ଯୋଗୁଁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ବର୍ଷା ଅଭାବରୁ…