୨୨ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସଂପ୍ରତି ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ…

ସମସ୍ତ ଭାରତୀୟ ହିନ୍ଦୁ’ଆରଏସଏସ ମୁଖ୍ୟ ମୋହନ ଭଗବତ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ କହିଛନ୍ତି ଯେ ଭାରତ ଏକ ହିନ୍ଦୁ ରାଷ୍ଟ୍ର । ସେ କହିଛନ୍ତି, ଆଦର୍ଶଗତ ଭାବରେ ସମସ୍ତ ଭାରତୀୟ ହିନ୍ଦୁ ଏବଂ ହିନ୍ଦୁ…

ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ

"ପାଟନା: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆରଜେଡି ନେତା ତଥା ଦଳର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭୋଟ ପାଇଁ ହତ୍ୟା ମାମଲାରେ ଏପରି ଦଣ୍ଡିତ କରିବା…

ତାଳଚେର ବିଧାୟକଙ୍କ ଅଫିସ ପରିସରରୁ ମିଳିଲା ବୋମା

ତାଳଚେର: ଆଜି ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍‌ ପରିସରରୁ ଏକ ବୋମା ଉଦ୍ଧାର ହୋଇଛି। ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ…

ପାକିସ୍ତାନରେ ୩୦୦ ଟଙ୍କା ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ :ପାକିସ୍ତାନର ସରକାର ଗୁରୁବାର ଅର୍ଥାତ ୩୧ ଅଗଷ୍ଟ ବିଳମ୍ବିତ ରାତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୪ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜି ଅର୍ଥାତ…

ବକ୍ସିଂ ତାରକା ଏମ୍‌ ସି ମେରି ଶାହାଙ୍କୁ ଲେଖିଲେ ଚିଠି

ଇମ୍ଫାଲ,୧।୯: ମଣିପୁରରେ ଘଟିଥିବା ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ବକ୍ସିଂ ତାରକା ଏମ୍‌ ସି ମେରି କମ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

ଆଜି ଲଞ୍ଚ ହେବ ନାହିଁ ଇଣ୍ଡିଆ ଲୋଗୋ

ମୁମ୍ବାଇ,୧।୯: ଇଣ୍ଡିଆ ମେଣ୍ଟ ବୈଠକର ଦ୍ୱିତୀୟ ଦିନରେ ଲୋଗୋ ଉପରେ ଏ ପର୍ଯ୍ୟନ୍ତ ସହମତ ପ୍ରକାଶ ପାଇନାହିଁ। ତେଣୁ ଆଜି ଲୋଗୋ ଲଞ୍ଚ୍‌ ହେବ ନାହିଁ। ୬ଟି ଲୋଗୋରୁ ଗୋଟିଏକୁ ଚୂଡାନ୍ତ…

ଜୀ ସାର୍ଥକ ଏବେ ପହଞ୍ଚିବ ତାର ପ୍ରିୟ ଓଡିଆ ଦର୍ଶକଙ୍କ ପାଖରେ

(ଆମ ଟିଭି): ଜୀ-ସାର୍ଥକ ସର୍ବଦା ନୂଆ, ଭିନ୍ନ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ…

ଇସ୍ରୋର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ-୧’ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍

ନୂଆଦିଲ୍ଲୀ (ଆମ ଟିଭି): ଚନ୍ଦ୍ରରେ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବର୍ତ୍ତମାନ ମହାକାଶକୁ ଯିବାକୁ ପ୍ରସ୍ତୁତ । ଏଥର ଆଖି ସୂର୍ୟ୍ୟଙ୍କ ଉପରେ ଅଛି, ଯେଉଁଥି ପାଇଁ…

ଆଜି ଲଞ୍ଚ ହେବନି ବିରୋଧୀ ମେଣ୍ଟ ଇଣ୍ଡିଆର ଲୋଗୋ

ନୂଆଦିଲ୍ଲୀ (ଆମ ଟିଭି): ଆଜି ମୁମ୍ବାଇରେ ବିରୋଧୀ ଦଳ ବୈଠକର ଦ୍ୱିତୀୟ ଦିନ। ଏହି ସମୟ ମଧ୍ୟରେ, ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଏନଡିଆଇଏ ମେଣ୍ଟର ଲୋଗୋ ଆଜି ଲଞ୍ଚ ହେବ ନାହିଁ ।…