ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ବିଧାନସଭାରେ ସାଉଁଟିବେ ତାଙ୍କର ପୁରୁଣା ସ୍ମୃତି

0

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ବିଧାନସଭାରେ ଉଦବୋଧନ ଦେବେ ମହାମହିମ । ଏଥିସହ ବିଧାନସଭାରେ ତାଙ୍କର ପୁରୁଣା ସ୍ମୃତି ସାଉଁଟିବେ । ପରିବହନ ମନ୍ତ୍ରୀ ଭାବେ ସେ ପୂର୍ବରୁ କାର୍ଯ୍ୟ କରିଛନ୍ତି ।  ବିଧାନସଭାରେ ସେ ଯେଉଁ ଚାମ୍ବରରେ ବସୁଥିଲେ ସେହି ଚାମ୍ବରକୁ ସଜାଇଛନ୍ତି ।

 

Leave A Reply

Your email address will not be published.