ବାଚସ୍ପତି ପଦ ଯିବାପରେ ଅସୁସ୍ଥ ହେଲେ ସୂର୍ଯ୍ୟ

0

ଭୁବନେଶ୍ବର(ଆମ ଟିଭି): ବାଚସ୍ପତି ପଦରୁ ଇସ୍ତଫା ଦେବାପରେ  ଅସୁସ୍ଥ ହେଲେ ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରଯଇଛି। ତେବେ ଚିକିତ୍ସାରୁ ସୂର୍ଯ୍ୟ ଗୁରୁତର କିଡନୀ ରୋଗରେ ପୀଡିତ ହୋଇଥିବା ସୂଚନା ମିଳିଛି। ଏହାସହ ତାଙ୍କ ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଥିବା ଜଣାପଡିଛି ।

ବର୍ତ୍ତମାନ ସମୟରେ ସେ କୌଣସି ସରକାରୀ ଦାୟିତ୍ବ ନେବାକୁ ଅସମର୍ଥ ଥିବା ପୁଅ ବିପ୍ଳବ ପାତ୍ର କହିଛନ୍ତି ।

Leave A Reply

Your email address will not be published.