ଆଜିଠୁ ଆରମ୍ଭ ହେଉଛି ଜାତୀୟ ଆଦିବାସୀ ମହୋତ୍ସବ Ama Tv Oct 26, 2022 0 ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଆଦିବାସୀ ମହୋତ୍ସବ । ଏହା ନଭେମ୍ବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ । ଭୁବନେଶ୍ୱର ସ୍ଥିତ…