୩୧ ପ୍ରତିଶତ ରାଜ୍ୟସଭା ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା Rasmi Ranjan Jun 28, 2022 0 ନୂଆଦିଲ୍ଲୀ(ଆମ ଟିଭି): ଦେଶରେ ପ୍ରାୟ ୩୧ ପ୍ରତିଶତ ରାଜ୍ୟସଭା ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏଡିଆର ନ୍ୟାସନାଲ ଇଲେକ୍ସନ୍ ୱାଚ୍ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟରୁ ଏଭଳି…