Browsing Tag

#amatv

ଶ୍ରୀମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ: ଏଏସଆଇ

ପୁରୀ(ଆମ ଟିଭି): ଶ୍ରୀମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କେବଳ ଧଳା ଆସ୍ତରଣରେ କେମିକାଲ ଦିଆଯିବ। ରବିବାର କୋର କମିଟି ଓ ଏଏସଆଇର ୧୫ ଜଣିଆ ଟିମ୍ ମିଳିତ ଭାବେ ଦୀର୍ଘ ତିନି…

ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଅମରିନ୍ଦର !

ନୂଆଦିଲ୍ଲୀ(ଆମ ଟିଭି): ଜୁଲାଇ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ଶାସକ ଏନଡିଏ ଏବଂ ବିରୋଧୀ…

ଆସାମରେ ବନ୍ୟା ବିତ୍ପାତ: ୨୯ଲକ୍ଷ ଲୋକ ପ୍ରଭାବିତ, ୧୭୩ଜଣ ମୃତ

ଗୌହାଟୀ(ଆମ ଟିଭି): ଆସାମରେ ବନ୍ୟା ବିତ୍ପାତ ଭୟଙ୍କର  ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ୩୦ଟି ଜିଲ୍ଲାରେ ୨୯ଲକ୍ଷରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆସାମ…

ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(ଆମ ଟିଭି): ସରଧା ବାଲିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିଜେ କରିଛନ୍ତି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ରଥ ଉପରେ…

ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୨-୨୩ ବର୍ଷ ପାଇଁ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ବର(ଆମ ଟିଭି) : ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ। ତେବେ ପ୍ରଥମ ଦିନରେ ଉପସ୍ଥାପିତ ହେଲା ୨୦୨୨-୨୩ ବର୍ଷ ପାଇଁ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ୍ । ରାଜ୍ୟ…

ଉପରାଷ୍ଟ୍ରପତି ନିର୍ବାଚନରେ ମାଷ୍ଟରଷ୍ଟ୍ରୋକ୍ ଖେଳିବେ କି ନବୀନ ? ଗତଥର ଦେଇଥିଲେ ୟୁପିଏକୁ ସମର୍ଥନ

ଭୁବନେଶ୍ୱର(ଆମ ଟିଭି) ପୁଣି ସାରା ଦେଶକୁ ଚକମା ଦେବ ବିଜେଡି । ଉପରାଷ୍ଟ୍ରପତି ନିର୍ବାଚନରେ ମାଷ୍ଟରଷ୍ଟ୍ରୋକ୍ ଖେଳିବେ ନବୀନ ପଟ୍ଟନାୟକ । ସମୟ ଦେଖି ଉଚିତ ନିଷ୍ପତି ନେଇ ପୁଣି ଜାତୀୟ…

ରଥରେ ଫିଟିଲା ବିଦ୍ୟାରାଣ, ହଲରେ ଦର୍ଶକଙ୍କ ପ୍ରବଳ‌ ଭିଡ 

ଭୁବନେଶ୍ବର (ଆମ ଟିଭି): ଶେଷରେ ଫିଟିଛି ବିଦ୍ୟାରାଣ । ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷୀତ ଓଡିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ । ସାରା ଓଡିଶାର ୭୦ଟି ସିନେମା ହଲରେ…

ଜୀ ସାର୍ଥକରେ ଦେଖନ୍ତୁ ‘ସିନେ ମହାମିଳନ’ ଜୁଲାଇ ୩ ତାରିଖରେ 

ଭୁବନେଶ୍ୱର (ଆମ ଟିଭି): ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି "ସିନେ ମହାମିଳନ" । ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଏହାର ପ୍ରସାରଣ ହେବ । ଏହି ମହାମଞ୍ଚରେ ଓଡିଶା ସିନେ…

ସମଗ୍ର ଦେଶ ନିକଟରେ କ୍ଷମାପ୍ରାର୍ଥନା କରିବା ଉଚିତ ନୂପୁର ଶର୍ମା: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ(ଆମ ଟିଭି): ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେବା ଘଟଣାରେ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା। ବିବାଦୀୟ ମନ୍ତବ୍ୟ ଦେଇ ଉପସାଗରୀୟ ଦେଶରେ ଭୀଷଣ…