Browsing Tag

BAHANAGA TRAIN ACCIDENT

ବାହାନଗା ରେଳ ଦୁର୍ଘଟଣା: NHRCଙ୍କ ରିପୋର୍ଟ ତଲବ

ଭୁବନେଶ୍ବର (ଆମ ଟିଭି ): ବାହାନଗା ରେଳ ଦୁର୍ଘଟଣାରେ ଆସିଲା ବଡ଼ ଅପଡେଟ । ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ଏନେଇ ରେଳ ବୋର୍ଡ ଅଧ୍ୟକ୍ଷ ଓ…

ବାହାନଗା ରେଳ ଦୁର୍ଘଟଣା: ଆସିଲା ରେଳବାଇ ସୁରକ୍ଷା କମିଶନଙ୍କ ରିପୋର୍ଟ

ବାହାନଗା (ଆମ ଟିଭି):  ବାହାନଗା ରେଳ ଦୁର୍ଘଟଣା କାହିଁକି ହୋଇଥିଲା? କେଉଁଠି ରହିଥିଲା ତ୍ରୁଟି?   ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ବଜାରରେ ଭୟାନକ ରେଳ ଦୁର୍ଘଟଣା ପାଇଁ ମୁଖ୍ୟତଃ…

ବାହାନଗା ରେଳ ଦୁର୍ଘଟଣା: ସୋର ସେକ୍ସନ ସିଗନାଲ୍ ଜେଇ ଅମିର ଖାନଙ୍କ ଘର ସିଲ୍ କଲା ସିବିଆଈ

ବାହାନଗା (ଆମ ଟିଭି): ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍ନାଲ ଜେଇ ଅମିର ଖାନ୍ଙ୍କ ଭଡ଼ା ଘର ସିଲ୍ କରାଯାଇଛି । ସୋରଠାରେ ଜେଇଙ୍କ ଏହି ଭଡ଼ା ଘର…

ବାହାନଗା ରେଳ ଦୁର୍ଘଟଣା: ପୁଣି ଅଖିବୁଜିଲେ ଏସିବିରେ ଚିକିତ୍ସିତ ଆଉ ଜଣେ ଆହତ

କଟକ(ଆମ ଟିଭି): ବାଲେଶ୍ଵର ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ବଢିଲା ମୃତକଙ୍କ ସଂଖ୍ୟା । ପୁଣି ଆଖି ବୁଜିଲେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି। ଚିକିତ୍ସାଧୀନ ଅବସ୍ଥାରେ ଝଉଈରେ ମୃତ୍ୟୁ…

ବାହାନଗା ରେଳ ଦୁର୍ଘଟଣା: ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା (ଆମ ଟିଭି): ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ସିବିଆଇ ତାର ତଦନ୍ତ ଜାରି ରଖିଛି । ୧୦ ଜଣିଆ ସିବିଆଇ ଦଳ…

ବାହାନଗା ରେଳ ଦୁର୍ଘଟଣା: ଧାରଣା ଦେବେ ୧୨ଟି ବିରୋଧୀ ଦଳ

ନୂଆଦିଲ୍ଲୀ (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାରେ ସିବିଆଇର ତଦନ୍ତ ଏବେ ବି ଜାରି ରହିଛି । ଏହାରି ଭିତରେ ଦୁର୍ଘଟଣା ନେଇ ଧାରଣା ଦେବେ ୧୨ଟି ବିରୋଧୀ ରାଜନୈତିକ ଦଳ । ରେଳ ଦୁର୍ଘଟଣା…

ବାହାନଗା ରେଳ ଦୁର୍ଘଟଣା: ଚାଲିଛି ତଦନ୍ତ

ଭୁବନେଶ୍ୱର(ଆମ ଟିଭି): ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୬ ଦିନ ବିତିଛି । ରେଳ ଚଳାଚଳ ସ୍ୱାଭାବିକ ହୋଇଛି । କିନ୍ତୁ ମନରୁ ଯାଇନି ସେହି କାଳ ମୁହୂର୍ତ୍ତର ଛାତିଥରା ଦୃଶ୍ୟ । ଏହି…

ବାହାନଗାରେ ସିବିଆଇ ଟିମର ଖୋଳତାଡ଼ ଆରମ୍ଭ

ବାହାନଗା(ଆମ ଟିଭି): ବାହାନଗାରେ କେମିତି ହେଲା ଏତେ ବଡ଼ ଦୁର୍ଘଟଣା? ଏହା ପ୍ରାକୃତିକ ଥିଲା ନା ମନୁଷ୍ୟକୃତ? ଭୁଲ୍ କେଉଁଠି ଥିଲା? କାହା ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଗଲା? ଏସବୁର ଖୋଳତାଡ…

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ଆମ ଟିଭି): ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ବର୍ତ୍ତମାନ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । କ'ଣ ପାଇଁ ଦୁର୍ଘଟଣା ହେଲା, ତାହା ଏବେ ସବୁଠି ଚର୍ଚ୍ଚା ।…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୧୭୦ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି: ପ୍ରଦୀପ ଜେନା

ଭୁବନେଶ୍ୱର(ଆମ ଟିଭି): ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କର ଜୀବନ ଯାଇଛି । ଅନେକ ଲୋକ ବେସାହାରା ହୋଇଛନ୍ତି । ଏହାରି ଭିତରେ ମୃତ ଦେହକୁ ଚିହ୍ନଟ କରିବାରେ ସମସ୍ୟା…