ଟ୍ୱିଟ୍ କରି ବର୍ଷାଙ୍କୁ ଏମିତି କହିଲେ ଅଭିନେତା ଅନୁଭବ ମହାନ୍ତି? Ama Tv Sep 16, 2022 0 କଟକ(ଆମ ଟିଭି): ପୁଣି ଚର୍ଚ୍ଚାରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଏଥର ଉଭୟଙ୍କ ମଧ୍ୟରେ ଟ୍ୱିଟ୍ ୱାର ଦେଖିବାକୁ ମିଳିଛି । କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଓଲିଉଡ…