ବଦଳିଲେ ଝାରସୁଗୁଡ଼ା ଏସପି ଓ ବ୍ରଜରାଜନଗର ଏସଡିପିଓ Ama Tv Jan 31, 2023 0 ଭୁବନେଶ୍ୱର (ଆମ ଟିଭି): ନବ ଦାସଙ୍କ ହତ୍ୟା ଘଟଣାରେ ବଡ଼ ଆକ୍ସନ । ବଦଳି ହେଲେ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ । ଏସଡିପିଓଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି ।…