ଟ୍ୱିନ୍ ଟାୱାର ମାଟିରେ ମିଶିବା ପରେ କଣ କହିଲେ ଚେୟାରମ୍ୟାନ୍ ଆର.କେ ଆରୋରା ? Ama Tv Aug 28, 2022 0 ନୋଏଡା (ଆମ ଟିଭି): ଆଖି ପିଛୁଳାକେ ମାଟିରେ ମିଶିଲା ନଏଡାର ଟୁଇନ ଟାୱାର। ଉପରକୁ ଆଖିପାଉ ନଥିବା ନୋଏଡାର ବହୁର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାୱାରକୁ ଆଜି ଭଙ୍ଗାଯିବା ପରେ ମୁହଁ ଖୋଲିଛନ୍ତି…