CMCର ନୂଆ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ନିଖିଲ ପବନ କଲ୍ୟାଣ Rasmi Ranjan Jun 27, 2022 0 କଟକ(ଆମ ଟିଭି): CMCର ନୂଆ କମିଶନର ଭାବେ କାର୍ଯ୍ୟରେ ଯୋଗଦେଲେ ନିଖିଲ ପବନ କଲ୍ୟାଣ । ସୋମବାର ସୁନ୍ଦରଗଡରୁ ଆସି ଆଜି ସିଏମ୍ସି ଅଫିସରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ନିଖିଲ ପବନ କଲ୍ୟାଣ ।…