ଭୁବନେଶ୍ୱରରେ ପହଞ୍ଚିଲେ ଦୀପାଳି: ନବୀନଙ୍କୁ ଭେଟି ନେବେ ଆଶୀର୍ବାଦ Ama Tv May 14, 2023 0 ଭୁବନେଶ୍ୱର (ଆମ ଟିଭି): ଝାରସୁଗୁଡ଼ାରେ ବିପୁଳ ବିଜୟ ପରେ ଭୁବନେଶ୍ୱରରେ ପହଞ୍ଚିଲେ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିବେ ସାକ୍ଷାତ । ଝାରସୁଗୁଡାରେ ବିପୁଳ ସମର୍ଥନ…