Browsing Tag

election

କର୍ଣ୍ଣାଟକରେ ୨୦ରେ ଶପଥ ଉତ୍ସବ: ନବୀନଙ୍କୁ ଆସିଲା ନିମନ୍ତ୍ରଣ

ଭୁବନେଶ୍ୱର (ଆମ ଟିଭି): କର୍ଣ୍ଣାଟକରେ ବିପୁଳ ବିଜୟ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବାକୁ ଯାୁଛି । ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଭାବେ…

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ(ଆମ ଟିଭି): ନିକଟରେ ହେବାକୁ ଯାୁଛି ତ୍ରିପୁରା ବିଧାନସଭା ନିର୍ବାଚନ । ଏହାରି ଭିତରେ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ତରଫରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି…

ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ପାଇଁ ଆଜି ବାଜିବ ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ (ଆମ ଟିଭି): ଆଜି ବାଜିପାରେ ୩ ରାଜ୍ୟର ବିଧାନସଭା ନିର୍ବାଚନ ବିଗୁଲ । ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ପାଇଁ ବିଗୁଲ ବାଜିବ । ଅପରାହ୍ଣ ୨ଟା ୩୦ରେ ଭାରତୀୟ ନିର୍ବାଚନ…