ଏଣିକି ମାଗଣରେ ଦେଖିପାରିବେ ଆଇପିଏଲ: ଜାଣନ୍ତୁ କେମିତି? Ama Tv Jan 16, 2023 0 ନୂଆଦିଲ୍ଲୀ (ଆମ ଟିଭି): ପାଖେଇ ଆସିଲାଣି ଆଇପିଏଲ ସିଜିନ୍ । ଯାହାକୁ ନେଇ ଏବେଠୁ ଉତ୍ସାହିତ ହେଲେଣି ଦର୍ଶକ । ଖେଳାଳିମାନଙ୍କର ମିନି ନିଲାମ ସରିବା ପରେ, ମ୍ୟାଚ୍ ଦେଖିବାକୁ ଅନେଇ ବସିଛନ୍ତି…