ପଦ୍ମ ଧରିଲେ ପଟେଲ, କିଛିଦିନ ପୂର୍ବରୁ କଂଗ୍ରେସରୁ ଦେଇଥିଲେ ଇସ୍ଥପା Rasmi Ranjan Jun 2, 2022 0 ନୂଆଦିଲ୍ଲୀ(ଆମ ଟିଭି): ପଦ୍ମ ଧରିଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ। ବିଧିବଦ୍ଧ ଭାବେ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ଗାନ୍ଧିନଗରର ବିଜେପି ମୁଖ୍ୟାଳୟରେ ରାଜ୍ୟ ସଭାପତି ସିଆର…