ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ Ama Tv Sep 14, 2022 0 ମୁମ୍ବାଇ (ଆମ ଟିଭି): ପୁଣି ବିବାଦରେ ଜ୍ୟାକଲିନ୍ । ପୁଣି ହେବେ ଜେରା । ଜେରା କରିବ ଦିଲ୍ଲୀ ପୋଲିସ । ୨୧୫ କୋଟି ମନିଲଣ୍ଡରିଂ ମାମଲାରେ ଆଜି ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ବଲିଉଡ…