ଫଲୋଅପ୍ ଚିକିତ୍ସା ପାଇଁ ଏସସିବିରେ ଜଗା, ଆସିବେ ଦିଲ୍ଲୀ ବିଶେଷଜ୍ଞ ଟିମ୍ Rasmi Ranjan Jun 18, 2022 0 କଟକ(ଆମ ଟିଭି): ଚର୍ଚ୍ଚିତ କନ୍ଧମାଳର ଯୋଡା-ମୁଣ୍ଡ ଶିଶୁଙ୍କ ଭିତରୁ ଜଗା ଫଲୋଅପ୍ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହୋଇଛି । ଜଗା ଏବେ ମେଡିକାଲର ସ୍ନାୟୁଶଲ୍ୟ (ନ୍ୟୁରୋ ସର୍ଜରୀ)…