ଗୁଜୁରାଟ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ହାଇଭୋଲଟେଜ୍ ପ୍ରଚାର Ama Tv Nov 29, 2022 0 ଅହମଦାବାଦ (ଆମ ଟିଭି): ହାତରେ ଆଉ ମାତ୍ର ଗୋଟିଏ ଦିନ । ଆଉ ଦିନକ ପରେ ଗୁଜରାଟ ବିଧାନସଭା ନିର୍ବାଚନ। ଦୁଇଟି ପ୍ରର୍ୟ୍ୟାୟରେ ଏହି ନିର୍ବାଚନ ହେବ। ଏଥିପାଇଁ ଘନ ଘନ ପ୍ରଚାରରେ ଲାଗିପଡିଛନ୍ତି…