ଟେନସନ୍ ବଢାଉଛି ନମ୍ବର ପ୍ଲେଟ୍: ଆଜି ସରୁଛି ସମୟସୀମା Ama Tv Sep 30, 2022 0 ଭୁବନେଶ୍ୱର (ଆମ ଟିଭି): ଗାଡ଼ି ଚାଳକଙ୍କ ଛାତି ଧଡ଼ଧଡ଼ । ଟେନସନ ବଢାଉଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ନୂଆ ନମ୍ବରପ୍ଲେଟ୍ ଲଗାଇବାର ସମୟ ସୀମା ଆଜି ସରୁଛି। ତେଣୁ ଯେଉଁମାନଙ୍କ ଗାଡ଼ିର…