Browsing Tag

latest news

ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟରୁ ଝଟକା

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବଢିଲା କଂଗ୍ରେସ ଯୁବରାଜ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟ ପୁଣି ଝଟକା ଦେଇଛନ୍ତି । ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ…

ସମ୍ବଲପୁର ହିଂସା କମିଥିଲେ ବି କମୁନି ରାଜନୀତି

ଭୁବନେଶ୍ୱର (ଆମ ଟିଭି): ସମ୍ବଲପୁରରେ ହିଂସା ଥମିଯାଇଥିବା ବେଳେ ଏହାକୁ ନେଇ ରାଜନୀତି କିନ୍ତୁ ଥମିବାର ନାଁ ନେଉନାହିଁ । ସମ୍ବଲପୁର ହିଂସା ଘଟଣା ପରେ ବିଜେପିର କେନ୍ଦ୍ରୀୟ ଟିମ୍ ଏଠାକୁ…

୩ତାରିଖ ଯାଏଁ କେଦାରନାଥଙ୍କ ଦର୍ଶନ ବନ୍ଦ

ନୂଆଦିଲ୍ଲୀ(ଆମ ଟିଭି): ବନ୍ଦ ହେଲା କେଦାରନାଥ ଯାତ୍ରା । ଚାର ଧାମ ଯାତ୍ରା ଆରମ୍ଭ ପରେ ବିଗିଡିଲା ପାଗ । ଉତ୍ତରାଖଣ୍ଡରେ ମୂଷଳଧାରାରେ ବର୍ଷା ସହ ତୁଷାରପାତ ଜାରି । ଚମୋଲିରେ…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା

ଭୁବନେଶ୍ୱର(ଆମ ଟିଭି): ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ର । ସେ ତାଙ୍କ ଇସ୍ତଫା ପତ୍ର…

ପାକିସ୍ତାନରୁ ପରିଚାଳନିତ ହେଉଥିବା ୧୪ଟି ଆପ୍ ଭାରତରେ ବ୍ୟାନ୍

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ଷଡଯନ୍ତ୍ର ଓ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ୧୪ଟି ମେସେଜ୍…

ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ବିବାଦ: ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ (ଆମ ଟିଭି): ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ନେଇ କିଛି ଦିନ ହେବ ରାଜନୀତି ସରକଗରମ ହେବାରେ ଲାଗିଛି । ଏହାରି ଭିତରେ ଯାହା ଖବର ଆସିଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ । ଏହାରି ଭିତରେ ଆଜି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ।…

ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ୩ ମାସ: ହତ୍ୟାର କାରଣ ଅସ୍ପଷ୍ଟ

ଭୁବନେଶ୍ୱର (ଆମ ଟିଭି): ଜାନୁଆରୀ ୨୯ । ଠିକ୍ ଆଜିର ଦିନରେ ସ୍ୱର୍ଗତ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ନବ ଦାସଙ୍କ ହତ୍ୟାକାଣ୍ଡକୁ ଆଜି ୩ ମାସ ପୂରିଛି । ହେଲେ ଏଯାବତ ହତ୍ୟାର…

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ (ଆମ ଟିଭି): ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କୁ ନେଇ ଏକ ବଡ଼ ଖବର ଆସି ପହଞ୍ଚୁଛି । ଗ୍ୟାଙ୍ଗଷ୍ଟର ମାମଲାରେ ବାହୁବଳୀ ମୁଖତାର ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।…

ବ୍ରଜଭୂଷଣଙ୍କୁ ଗିରଫ କଲେ ଧାରଣା ପ୍ରତ୍ୟାହୃତ ହେବ

ନୂଆଦିଲ୍ଲୀ (ଆମ ଟିଭି): ରେସଲରମାନଙ୍କ ପ୍ରତିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ରେସଲିଂ ଫେଡରେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ…