ଆସନ୍ତା ୨୧ରୁ ବିଧାନସଭାର ବଜେଟ୍ ଅଧିବେଶନ Ama Tv Feb 2, 2023 0 ଭୁବନେଶ୍ୱର (ଆମ ଟିଭି): କେନ୍ଦ୍ରର ବଜେଟ୍ ପରେ ଏବେ ସମସ୍ତଙ୍କର ନଜର ରହିଛି ଓଡ଼ିଶାର ବଜେଟ୍ ଉପରେ । ଆସନ୍ତା ୨୧ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାୁଛି । ଫେବ୍ରୁଆରୀ ୨୪ରେ…