ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଅରେଞ୍ଜ ୱାର୍ଣ୍ଣିଂ ଜାରି କଲେ ଏସଆରସି Ama Tv Jul 15, 2023 0 ଭୁବନେଶ୍ବର (ଆମ ଟିଭି): ସକାଳୁ ସକାଳୁ ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ଓ ଭୁବନେଶ୍ୱର । ତେଣୁ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି…