୪ ଜିଲ୍ଲାରେ ପ୍ରବଳ ବର୍ଷିବ: ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ Ama Tv Aug 23, 2022 0 ଭୁବନେଶ୍ୱର (ଆମ ଟିଭି): ମହାନଦୀରେ ବନ୍ୟାଜଳ ସାଙ୍ଗକୁ ବର୍ଷା ଜଳ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଏହାରି ଭିତରେ ପୁଣି ଏକ ଚିନ୍ତାଜନକ ଖବର ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।…