ଚୀନକୁ ବିରୋଧ କଲେ କ୍ୱାର୍ଡ ରାଷ୍ଟ୍ରଗୋଷ୍ଠୀ Ama Tv May 21, 2023 0 ନୂଆଦିଲ୍ଲୀ (ଆମ ଟିଭି): ଭାରତ ଓ ପ୍ରଶାନ୍ତ ଅଞ୍ଚଳରେ ଚୀନ୍ ତାର ମନମାନି ସବୁବେଳେ ଜାରି ରଖିଛି । ଏହାକୁ ନେଇ କ୍ବାଡ୍ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ଚୀନ୍ ଉପରେ ଦୋଷାରୋପ କରାଯାଇଛି ।…