ବନ୍ୟାଞ୍ଚଳରେ ବଢୁଛି ରୋଗ, ମାଗଣାରେ ସାନିଟାରୀ ପ୍ୟାଡ୍ ଦେବେ ସରକାର Rasmi Ranjan Aug 22, 2022 0 ଭୁବନେଶ୍ବର(ଆମ ଟିଭି): ବନ୍ୟାଞ୍ଚଳରେ ବଢୁଛି ରୋଗ। ମ୍ୟାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ବି ବଢୁଛି। ବନ୍ୟା ପ୍ରଭାବିତ ୧୪ ଜିଲ୍ଲାରେ ୨୩,୩୬୭ ଜଣ ଲୋକ ଚିକତ୍ସିତ ହେଉଛନ୍ତି ।…