କାଲି ରାଷ୍ଟ୍ରପତି ନିର୍ବାଚନ: ସିହ୍ନାଙ୍କ ତୁଳନାରେ ମୁର୍ମୁଙ୍କୁ ରହିଛି ଅଧିକ ରାଜ୍ୟର ସମର୍ଥନ Rasmi Ranjan Jul 17, 2022 0 ନୂଆଦିଲ୍ଲୀ(ଆମ ଟିଭି): ଆସନ୍ତା କାଲି ଭାରତର ୧୫ତମ ରାଷ୍ଟ୍ରପତି ଚୟନ ପାଇଁ ପ୍ରାୟ ୪,୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକ ଭୋଟ୍ ଦେବେ। ତେବେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)…